ବାଲିଗୁଡ଼ା (ସାମୁଏଲ ପ୍ରଧାନ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ନୂଆସାହି ସ୍ଥିତ ବିଭିନ୍ନ ୱାର୍ଡରେ ବିଜେପି ର ସଦସ୍ୟ ଅଭିଯାନ କର୍ମଶାଳା ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ପୁର୍ବତନ କାଉନ୍ ସିଲର ସୁଷମା ସହୁ ଝରଣା ଦଣ୍ଡସେନା ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ନରସିଂହ ଇନ୍ଦ୍ରମଣି ପାତ୍ର ନୀଳ ମାଧବ ବେହେରା,ପ୍ରମୋଦ କୁମାର ଦଣ୍ଡସେନା,ସାଂସଦ ପ୍ରତିନିଧି ରଞ୍ଜିତ ସାହୁ ଆଦିକନ୍ଦ ପଟ୍ଟନାୟକ ସହଯୋଗ ରେ ନୂଆସାହି 6 ନମ୍ବର ୱାର୍ଡ ର ସମସ୍ତ ସଦସ୍ୟ ସଦସ୍ୟା ମାତୃ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନେଇ ସଦସ୍ୟତା ଅଭିଯାନ ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା l ଏହି ବୈଠକରେ ସକ୍ରିୟ ଅଂଶ ଗ୍ରହଣ ବୈଠକ କୁ ସାଫଲ୍ୟ ମଣ୍ଡିତ କରୁଥିବା ରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଜଗନ୍ନାଥ ବିଷୋୟୀ l
Discover more from odia.bnslive.in
Subscribe to get the latest posts sent to your email.