ଗଞ୍ଜେଇ ଚାଲଣ ମାଡିବସିଲା ପୋଲିସ : ୧୦କିଲୋ ଗଞ୍ଜେଇ ସହ ମୋବାଇଲ ବାଇକ ଜବତ ଓ ଦୁଇ ଗିରଫ

Creat A Revolution

ବାଲିଗୁଡ଼ା(ସାମୁଏଲ ପ୍ରଧାନ ) -: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ପକ୍ଷରୁ ଏସ ଆଇ ସଞ୍ଜୟ କୁମାର ସ୍ୱାଇ ଙ୍କ ନେତୃତ୍ୱ ରେ ପେଟ୍ରଲିଂ କରା ଯାଉଥିବା ବେଳେ ଗୋଇବନ୍ଧl ଛକ ଠାରେ ଗଞ୍ଜେଇ ଚାଲଣ କାରି ଦୁଇ ଅଭିଯୁକ୍ତ ସୁଶୀଲ କୁମ୍ଭାର, ବରଗଡ ଜିଲ୍ଲା, ବାଳକୃଷ୍ଣ ଦାସ ବଲାଙ୍ଗୀର ଜିଲ୍ଲା ର ଉଭୟ ପାଖରୁ 10କିଲ 150 ଗ୍ରାମ ଗଂଜେଇ ସହ od 03y 4464 ବାଇକ ସହ 2500ଟଙ୍କା ଦୁଇ ମୋବlଇଲ ଜବତ କରାଯlଇଥିବା l ବାଲିଗୁଡ଼ା ଥାନା ଆଇ ଆଇସି ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!