ବାଲିଗୁଡା(ଜ୍ୟୋତିପ୍ରକାଶ ସାମନ୍ତରାୟ)-:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ 10 ଦଫା ଦାବି ନେଇ 2 ଦିନ ହବ ଧାରଣା ଦେଉଛନ୍ତି।ଏହି ଧାରଣା ଗତ ଦୁଇ ଦିନହବ ଜାରି ରଖିଛନ୍ତି ନର୍ଷ ମାନେ। ସେମାନଙ୍କ ମୁଖ୍ୟ ଦାବି ହେଲା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କ ଛଅ ବର୍ଷରୁ ଚୁକ୍ତିଭିତିକ କାର୍ଯ୍ୟକାଳ ସମୟରେ ସୀମାକୁ ମିଶାଇ ଉନ୍ନତି ଦେବା ସହ ସରକାରୀ ଆର୍ଥିକ ସହାୟତା ଷୋହଳ ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟ କରୁଥିବା ନର୍ସିଂ ଦୁଇଟି ପୋଦନ୍ନତି ଭଳି ଦଶ ଟି ଦାବି ରଖିଛନ୍ତି।

ଗତ ଦୁଇ ଦିନ ହବ ନର୍ସିଂ ଅଫିସର ମାନେ ହସ୍ପିଟାଲ ସାମ୍ନାରେ ଧାରଣା ଦେଉଛନ୍ତି ସବୁ ନର୍ସିଂ ଅଫିସର ମାନେ ଧାରଣାରେ ଯୋଗ ଦେଉଥିବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ରୋଗୀ ମାନେ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ତେଣୁ ଜନ ସାଧାରଣ ମଧ୍ୟ୍ୟ ରୋଗୀଙ୍କ ଏ ପ୍ରକାରର ଅସୁବିଧା ଦେଖି ଦୁଃଖ ପ୍ରକାଶ କରିଛନ୍ତି। ଏବଂ ରାଜ୍ୟ ସରକାରଙ୍କୁ ଅନୁରଧ ମଧ୍ୟ୍ୟ କରିଛନ୍ତି ଏ ମାନଙ୍କ ଦାବି ଯଥା ଶୀଘ୍ର ପୂରଣ କରିଦେଲେ ନର୍ସିଂ ଅଫିସର ମାନେ ନିଜ ନିଜ କାର୍ଯ୍ୟ ରେ ଯୋଗ ଦେଇ ରୋଗୀଙ୍କୁ ଚିକିଶ୍ଚିତ କରିପାରିବେ ବୋଲି ମୋତ ରଖିଛନ୍ତି ଜନସାଧାରଣ। ଏବଂ ଏହା ମଧ୍ୟ୍ୟ ନର୍ସିଂ ଅଫିସର କହିଛନ୍ତି ଯେ ପୂର୍ଵ ସରକାର ଆମର ଦାବି ପୂରଣ କରିପାରିନାହାନ୍ତି ତେଣୁ ଚଳିତ ସରକାର ବା ମୋହନ ସରକାରଙ୍କ ଉପରେ ଅସପ୍ରକାଶ କରୁଛୁ ବୋଲି କହିଛନ୍ତି।
Discover more from odia.bnslive.in
Subscribe to get the latest posts sent to your email.