Creat A Revolution
ତେଣୁ ଏଠି ପ୍ରଶ୍ନ ଉଠୁଛି କି ପଞ୍ଚାୟତ ସମିତି ବୈଠକରେ ସାଧାରଣ ଜନତା ଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ, ବିଧାୟକ ଓ ତହସିଲଦାର,ଥାନା ଅଧିକାରୀ ସମେତ ଖଜୁରୀପଡ଼ା ସମସ୍ତ ବିଭାଗର ଶହ ଶହ କର୍ମଚାରୀଙ୍କ ସାମ୍ନାରେ ଜଣେ ସାମ୍ବାଦିକଙ୍କୁ ଅସମ୍ମାନ କରି ଏପରି କହିବା ଜଣେ ଅଧ୍ୟକ୍ଷାଙ୍କ ପକ୍ଷେ କେତେ ଦୂର ଠିକ୍ । ଆଉ କେଉଁ ଆଇନ୍ ରେ ଲେଖା ହୋଇଛି ଯେ ଜଣେ ସାମ୍ବାଦିକ ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ହୋଇ ଖବର ପ୍ରସାରଣ କରିପାରବ ନାହିଁ । ଯଦି ଅଧ୍ୟକ୍ଷା ଏହାର କୈାଣସି ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ସାମ୍ବାଦିକ ସଂଘ ତରଫରୁ ଜୋର ଦାର ବିରୋଧ କରାଯିବା ସହ ଆଇନ୍ ର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସାମ୍ବାଦିକ ପ୍ରତିନିଧି ମାନେ ।
Discover more from odia.bnslive.in
Subscribe to get the latest posts sent to your email.