ଡଲାବାଲି ଗାଁର ବିଦ୍ୟୁତ୍ ଟ୍ରାନ୍ସଫର୍ମ ମୁକୁଳା , ମୃତ୍ୟୁକୁ ନିମନ୍ତ୍ରଣ

Creat A Revolution

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଡଲାବାଲି ଗାଁ ନିକଟରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିରହିଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏହା ଦେଖୁଥିଲେ ମଧ୍ୟ କିଛି ପ୍ରତିକାର କରୁ ନାହାନ୍ତି ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରାଯାଉଛି ଅଥଚ

କିଛି ଅଘଟଣ ଘଟିବା ପୂର୍ବରୁ ମୁକୁଳା ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ଼ ଦିଆଯାଉ ନାହିଁ ଲୋକ ଯିବା ଆସିବା ରାସ୍ତା ପାର୍ଶ୍ବ ନିକଟରେ ଟ୍ରାନ୍ସଫର୍ମର ଥିବାରୁ ଲୋକ ଓ ଗାଈ ଗୋରୁ ପାଇଁ ମଧ୍ୟ ବିପଦ ମଧ୍ୟ ଘଟିପାରେ ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ନବର ପ୍ରଧାନ ବଜିନ୍ଦ୍ର ପ୍ରଧାନ ପଞ୍ଚୁ ପ୍ରଧାନ ଲୁଚନ ପ୍ରଧାନ ଅଭିଯୋଗ କରିଛନ୍ତି ମଧ୍ୟ ବିପଦ ଡାକୁଥିବାରୁ ବିଭାଗୀୟ ଅଧିକାରୀଙ୍କୁ କିଛି ଅଘଟଣ ଘଟିବା ପୂର୍ବରୁ ଯାଥା ଶୀଘ୍ର ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ଼ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!