ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟି ଗୃପ ତରଫରୁ ରାଇ ଗୁଡା ଗ୍ରାମ୍ୟ କମିଟିର ଅନୁଷ୍ଠିତ ହୋଇଯାଇଛି

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟି ଗୃପ୍ ତରଫରୁ ରାଇଗୁଡ଼ା ଗ୍ରାମ୍ୟ କମିଟି ଗୃପ୍ ରେ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟିର ସଭାପତି ଶ୍ରୀଯୁକ୍ତ ବିଶ୍ଵନାଥ ଦିଗାଲ ନିର୍ବାଚନ ବିଷୟରେ ଆଲୋଚନା କରିବା ସହିତ ବିଭିନ୍ନ ଗାଁ ରେ ସଂଗଠନ ଗଠନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଛି।ଜାତିର ଉନ୍ନତି ବିଷୟରେ ଆଲୋଚନା କରିବା ସହିତ ଅସଂମ୍ପୁର୍ଣ୍ଣ ଥିବା

ଲୁଇସିଂ ପଞ୍ଚାୟତ ସମାଜ ଗୃପ କୁ କିପରି ସଂମ୍ପୁର୍ଣ୍ଣ କରାଯିବ ସେଥିନେଇ ଆଲୋଚନା କରାଯାଇଥିଲା। ସମାଜ ରେ ରହିଥିବା ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀଯୁକ୍ତ ବିଶ୍ଵନାଥ ଦିଗାଲ କହିଛନ୍ତି। ଉକ୍ତ ବୈଠକରେ ବାଲନ୍ଧପଡ଼ା ପଞ୍ଚାୟତ ଗୃପ୍ ର ସଭାପତି ତ୍ରିଲୋଚନ ଦିଗାଲ ଓ ଉପସଭାପତି କିଆବନ‌ ଦିଗାଲ ଅତିଥି ଭାବରେ ଯୋଗ ଦେଇଥିଲେ। ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟିର ବିପିନ ଦିଗାଲ, ସୁଶାନ୍ତ ଦିଗାଲ,ମଦନ ଦିଗାଲ,ରଙ୍ଗିନା ଦିଗାଲ,ବିଜୟ ଦିଗାଲ,ମୋନଜ ଦିଗାଲ, ଗୋବିନ୍ଦ ଦିଗାଲ, ନାଗାର୍ଜୁନ ଦିଗାଲ,ବିଶ୍ରବା ଦିଗାଲ, ମୋହନ ଦିଗାଲ,ବିଶ୍ଵାମିତ୍ର ଦିଗାଲ, ପ୍ରିୟଙ୍କା ଦିଗାଲ,ରବିନ୍ଦ୍ର ଦିଗାଲ, ସୂର୍ଯ୍ୟ କାନ୍ତ ଦିଗାଲ, ଲୋକନାଥ ଦିଗାଲ, ସାବିତ୍ରୀ ଦିଗାଲ,ରିନା ଦିଗାଲ ସମେତ ସମାଜ ସେବୀ ରାଜିବ କୁମାର ଦିଗାଲ ଉପସ୍ଥିତ ଥିଲେ…


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading