କୋଟଗଡ (ସିମାଞ୍ଚଳସାହୁ) -: କନ୍ଧମାଳ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଙ୍ଗନୱାଡି କେନ୍ଦ୍ରରେ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଅଛି କିନ୍ତୁ ଅଙ୍ଗନୱାଡିଙ୍କର ସବୁ ଦାବି ସରକାର ପୂରଣ କରିଲେ ମଧ୍ୟ ଅଙ୍ଗନୱାଡି କର୍ମଚାରୀ ଙ୍କ କାର୍ଯ୍ୟ ଦେଖିବାକୁ ମିଳୁନି ସେହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ

ମିଳିଛି କୋଟଗଡ ବ୍ଲକ ପବନ ଗାଁ ଅଙ୍ଗନୱାଡି କେନ୍ଦ୍ର ରେ ଆଜି ସକାଳ ସମୟରେ ପବନ ଗାଁ ଅଙ୍ଗନୱାଡି କେନ୍ଦ୍ର ରେ ଅଙ୍ଗନୱାଡି କେନ୍ଦ୍ର ବନ୍ଧ ଥିବା ଦେଖିବାକୁ ମିଳିଛି ଓ ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀ ଙ୍କ ବଦଳରେ ଛେଳି ଗୁଡାକ ଥିବା ଦେଖିବାକୁ ମିଳୁଛି ଯଦି କୋଟଗଡ ବ୍ଲକ ରୁ ମାତ୍ର 4 କିଲୋମିଟର ଦୂର ପବନ ଗାଁ ରାସ୍ତା କଡ଼ରେ ଥିବା ଅଙ୍ଗନୱାଡି କେନ୍ଦ୍ର ବନ୍ଧ ଥିବା ଦେଖିବାକୁ ମିଳୁଛି ତ ଉପାନ୍ତ ଅଞ୍ଚଳ କଥା କହିଲେ ନ ସରେ ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଅଛି
Discover more from odia.bnslive.in
Subscribe to get the latest posts sent to your email.