କହିଲେ କୁଳକୁଟୁମ୍ବକୁ ଲାଜ ନକହିଲେ କୁଳ ଭାଷିଯାଉଛିଭୁବନେଶ୍ୱରରେ ଗର୍ଜନ କରି ତଣ୍ଟି ଛିଣ୍ଡିଗଲା ପଛେ ଶୁଣିଲେନି ମୋହନ ଭୁବନେଶ୍ୱର -: ଅହୋରାତ୍ର ଧାରଣାରେ ଚାଷୀ ସଂଘ ଚାଷୀଙ୍କ ସହ ରାସ୍ତାରେ ଗର୍ଜିଲେ ବିଜେଡ଼ି ନେତା ପ୍ରଦୀପ ମାଝୀ ଉତ୍ସବରେ ମାତିଛନ୍ତି ମୋହନ,…
Month: June 2025
ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ,ବଜରଙ୍ଗି ଷ୍ଟାର ବିଜୟୀ
ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଚାଲିଥିବା ଚତୁର୍ଥ ଗଦାଧରପୁର ପ୍ରିମିୟର ଲିଗ ର ଆଜିର ଦ୍ୱିତୀୟ ଲିଗ ମ୍ୟାଚ ରେ କପିଳେଶ୍ବର ରକଷ୍ଟାର କୁ ୧୦ ରନ…
ଶତ ପ୍ରତିଶତ ଶାରୀରିକ ବିକଳାଙ୍ଗ ବୁଦ୍ଧିମତିଙ୍କୁ ଅନ୍ତ୍ୟେଦୟ ଯୋଜନାରେ ଘର କେବେ ?
ତିଗିରିଆ -: ବଞ୍ଚିବା ନିମନ୍ତେ ଆବଶ୍ୟକ ହେଉଥିବା ତିନୋଟି ମୌଳିକ ଆବଶ୍ୟକତା ମଧ୍ୟରେ ଗୃହ ହେଉଛି ଅନ୍ୟତମ। ପ୍ରତ୍ୟକ ମଣିଷର ମୁଣ୍ଡ ଉପରେ ପକ୍କା ଘର ଛାତ ଖଣ୍ଡିଏ ରହିବାର ସ୍ୱପ୍ନ ରହିଥାଏ।କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପ୍ରାଥମିକତା ଭିତ୍ତିରେ…
କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ନେଇ ଗୋପାଳପୁର ସମ୍ବଲପୁର ରେଳପଥ ସର୍ଭେ ।
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲାକୁ ରେଳ ସଂଯୋଗ ନେଇ ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ଆଗେଇ ଚାଲିଛି।ମୁଜାଗଡ ଠାରୁ ଚକାପାଦ ଦେଇ ଫୁଲବାଣୀ ପର୍ଯ୍ୟନ୍ତ ସର୍ଭେ ଶେଷ ହେଲାଣି।ଗୋପାଳପୁର ଠାରୁ ମୁଜାଗଡ…
ପ୍ରୟାଗରାଜ ପାଇଥିବା ହନୁମାନଙ୍କର ମୃତ୍ତି ଗାଁରେ ସ୍ଥାପନ କଲେ
ନରସିହପୁର –: ପ୍ରୟାଗରାଜରେ ବୁଡ଼ ପକେଇବା ବେଳେ ନରସିଂହପୁର ଓସ୍ତନାରାୟଣୀପୁର ଗାଁର ପ୍ରଦୀପ ମହାନ୍ତି ନଦୀରୁ ମିଳିଥିଲା ହନୁମାନଙ୍କର ମୃତ୍ତି। ପ୍ରଦୀପ ପେସାରେ ଜଣେ ଦକ୍ଷ ଗାଡି ଚାଳକ ଅଟନ୍ତି। ସେ ପ୍ରୟାଗ କୁମ୍ଭମେଳା ସମୟରେ ଅନେକ ବାର ପ୍ରୟାଗ ଯାଇଛନ୍ତି।…
ଜଳ ସମସ୍ୟା ଭୋଗୁଛନ୍ତି ସୁଣ୍ଠିପାଳ ୧୦ ନମ୍ବର ୱାର୍ଡ ବାସିନ୍ଦା
ତିଗିରିଆ -:ତିଗିରିଆ ବ୍ଲକ ଅନ୍ତର୍ଗତ ହାଟମାଳ ପଞ୍ଚାୟତ ସ୍ଥିତ ସୁଣ୍ଠିପାଳ ଗ୍ରାମର ୧୦ ନମ୍ବର ୱାର୍ଡ ର ଜନସାଧାରଣ ଦୀର୍ଘ ଦିନ ଧରି ଜଳକଷ୍ଟ ଭୋଗ କରୁଥିବା ଅଭିଯୋଗ କରିଛନ୍ତି।ସରକାର ଙ୍କ ଦ୍ଵାରା ବସୁଧା ଯୋଜନା ପାଇପ ଯୋଗେ ପ୍ରତ୍ୟକ ଗ୍ରାମ…
ହିତାଧିକାରୀ ଚୟନରେ ଅନିୟମିତତା, ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ
ତିଗିରିଆ -:ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ କଳିବିରି ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ତାଙ୍କ ନାମ ସାମିଲ ହେବାରୁ ବାଦ ପଡିଛନ୍ତି।କିନ୍ତୁ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରେ ସାମିଲ ରହିଥିବାରୁ ଅଞ୍ଚଳ…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ‘କାଉଣ୍ଟର’ କରୁଛି ପୋଲିସ !
ଭୁବନେଶ୍ୱର -: ମୋହନ ସରକାର କ୍ଷମତାକୁ ଆସିବା ପରେ ପୋଲିସ ବ୍ୟବସ୍ଥା କିପରି ସୁଦୃଢ ହେବ ଓ ସାଧାରଣ ଲୋକେ କିପରି ତ୍ୱରିତ ନ୍ୟାୟ ପାଇବେ, ସେ ଦିଗରେ ପ୍ରାଥମିକତା ଦିଆଯାଉଛି । ଏତଲାକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରାଯିବ,…