୫ଜିଲା ସମବାୟ ବିଭାଗ ପକ୍ଷରୁ ଜିଲା ପଞ୍ଚାୟତ ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)୫ଜିଲା ସମବାୟ ବିଭାଗ ପକ୍ଷରୁ ଜିଲା ପଞ୍ଚାୟତ ଭବନଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ।ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୨୫ ମସିହା ଶେଷ ପର୍ଯ୍ୟନ୍ତ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ହେଉଅଛି। ଏହି ଅବସରରେ ବର୍ଷ…

ଫୁଲବାଣୀ ବନଖଣ୍ଡ ପକ୍ଷରୁ ୭୬ତମ ବନ ମହୋତ୍ସବରେ ଅଶୋକ ପରିଡାଙ୍କୁ ପ୍ରକୃତି ବନ୍ଧୁ ପ୍ରଦାନ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଜିଲାସ୍ତରୀୟ ୭୬ତମ ବନ ମହୋତ୍ସବ ଉପଲକ୍ଷେ ଫୁଲବାଣୀ ବନଖଣ୍ଡ ସମ୍ମିଳନୀ କକ୍ଷରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କୋଟପାଲୀଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ଜଙ୍ଗଲ ସୁରକ୍ଷା ,ବୃକ୍ଷ…

ଲଳିତ ଦିଗାଲ ହେଲେ ଫୁଲବାଣୀ ବିଧାୟକ ପ୍ରତିନିଧି

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧୂ ଭାବେ ଶ୍ରୀଯୁକ୍ତ ଲଳିତ ଦିଗାଲଙ୍କୁ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ଚୟନ କରିଛନ୍ତି ।ଏନେଇ ସେ ଫୁଲବାଣୀ…

ବନ ମହୋଉତ୍ସବ ସପ୍ତାହ ଓ ୨୦୨୫ ସବୁଜବନାନୀ ସମ୍ମାନ ପ୍ରଦାନ ଅନୁଷ୍ଠିତ

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) -: ସୂଚନା ମୁତ୍ତାବକ, ବାଙ୍କୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବପରିଷଦ ଅନୁକୂଲ୍ୟରେ ବନ ମହୋଉତ୍ସବ ସପ୍ତାହ ପାଳନ ଅବସରରେ ଆଜିବାଙ୍କୀ ସ୍ଵଂୟଶାସିତ ମହାବିଦ୍ୟାଳୟ ନୂତନ ଦୃଶ୍ୟଶ୍ରାବ ଗୃହଠାରେ ସବୁଜ ବନାନୀସଂମ୍ମାନ ୨୦୨୫ ପ୍ରଦାନ ଅନୁଷ୍ଠିତ ହୋଇଯାଇଛି |…

ଶଶାଙ୍କ ଶେଖର ସ୍ମୃତି କମିଟି ପକ୍ଷରୁ ପରଲୋକଗତ ସାମାଜିକ କର୍ମୀଙ୍କୁ ଗଣ ଶ୍ରଦ୍ଧାଞ୍ଜଳି ଅର୍ପଣ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳର ଶଶାଙ୍କ ଶେଖର ସ୍ମୃତି କମିଟି ଓ ଜିଲା ବିକାଶ ପରିଷଦ,କନ୍ଧମାଳ ପକ୍ଷରୁ ସ୍ୱର୍ଗତ ଶଶାଙ୍କ ଶେଖର ସାହୁଙ୍କ ତୃତୀୟ ବାର୍ଷିକ ତିରୋଧାନ ଦିବସ ଉପଲକ୍ଷେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କନ୍ଧମାଳ ଜିଲ୍ଲାର ପରଲୋକ ଗତ ସାମାଜିକ କର୍ମୀମାନଙ୍କୁ…

ବିପଦ ସଂକୂଳ ଅବ୍ୟବସ୍ଥାରେ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ମରାମତି ପାଇଁ ଦାବୀ କଲେ ପିଣ୍ଡାଙ୍ଗି ଗ୍ରାମବାସୀ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପାହିରାଜୁ ପଞ୍ଚାୟତ ଅନ୍ତର୍ଗତ ପିଣ୍ଡାଙ୍ଗି ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବହୁ ଅବ୍ୟବସ୍ଥାରେ ଏବଂ ବିପଦ ସଂକୂଳ ଅବ୍ୟବସ୍ଥାରେ ରହିଛି। ଯାହାକୁ ନେଇଁ ପିଣ୍ଡାଙ୍ଗି ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।…

ଫୁଲବାଣୀ ବିଧାୟକଙ୍କ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ।

ଖଜୁରୀପଡ଼ା -:(ଅଚ୍ୟୁତ ଜାନୀ) କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକଙ୍କ ଛାତ୍ରଛାତ୍ରୀ ଶିକ୍ଷାର ଉନ୍ନତି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେବାପରେ…

କାଦୁଅ ପଚପଚ ରାସ୍ତାରେ ଖଟିଆରେ ଗର୍ଭବତୀକୁ ବୋହିଲେ ବିଧାୟକ ପ୍ରତିନିଧି ଓ ମଣ୍ଡଳ ସଭାପତି

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବାଟ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ବିଧାୟକ ଓ ମଣ୍ଡଳ ସଭାପତି । ତତ ସହିତ ରାସ୍ତାର ଦୁରାବସ୍ତା ଦେଖି ଦୁଃଖ…

ଆଧାର କାର୍ଡ ରେ ନାମ ସଂଶୋଧନ ପାଇଁ ଅଭିଯୋଗ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ତୁମୁଡିବନ୍ଧ ପଞ୍ଚାୟତ ଅନ୍ତର୍ଗତ କାଲିଶାପଦର ଗ୍ରାମର ଜୋସେଫ ମୁଠାମାଝୀ ଝିଅଙ୍କ ନାମ ଆଧାର କାର୍ଡ ରେ ରାହେଲି ମାଝୀ ପରିବର୍ତେ ରାଇଲି ମାଝୀ ଥିବା ଯୋଗୁ ଅନେକ ସମସ୍ୟା ସମ୍ମୁଖିନ ହେଉଛନ୍ତି ।…

error: Content is protected !!