ଅଧିକ କାମ କଲେ ହେଉଛି କ୍ୟାନ୍ସରକାମ କରିବା ବେଳେ ଅଧିକ ଚାପ ନେଉଥିଲେ ସାବଧାନ!ମୋନିକାଙ୍କ ପରି ଆମଣଙ୍କୁ ବି ହୋଇପାରେ ଷ୍ଟେଜ୍-4 କର୍କଟ ରୋଗ ବଦଳୁଛି ସମୟ, ବଦଳୁଛି ଅଭ୍ୟାସ ହେଲେ ବଦଳିପାରୁନାହିଁ ଆମ ମାନସିକ ଚିନ୍ତାଧାରା। ଯାହାର ପ୍ରଭାବରେ ଆମକୁ…
Day: August 18, 2025
୨୪ ବର୍ଷ ପରେ ଓଡ଼ିଶାରେ ଆରମ୍ଭ ହେବ SIR, ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଆସନ୍ତା ମାସରୁ ଓଡିଶାରେ ଆରମ୍ଭ ହେବ ଏସଆଇଆର। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ହେବ ଏସଆଇଆର। ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର ଏସ ଗୋପାଳନ ଜାନୁଆରୀ ୭ ତାରିଖରେ ବାହାରିବ ଫାଇନାଲ ଭେରିଫିକସେନ। ଆସନ୍ତା ମାସରୁ…
