କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ କୃଷି ର ପ୍ରସାର ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କୁ ଆଂଚଳିକ ପରିଷଦ ରେ ପ୍ରମାଣପତ୍ର କରାଇବା ନିମନ୍ତେ ଚୟନ କରାଯାଇଛି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନ ତରଫରୁ ଜି.ଉଦୟଗିରି କାର୍ଯ୍ୟାଳୟ ଠାରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ରାଇକିଆ ଓ ଟିକାବାଲି ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ସେମାନଙ୍କ ଦ୍ୱାରା ପରିଚାଳିତ କୃଷକ ସଂଗଠନ ଗୁଡିକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥି ସହିତ କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଙ୍ଘ ର ନୂତନ ନିର୍ବାଚିତ କନ୍ଭେନର୍ ତଥା ପ୍ରଦାତା ଅନୁଷ୍ଠାନର କାର୍ଯ୍ୟନିର୍ବାହି ସଂପାଦକ ପ୍ରଦିପ କୁମାର ଦାଶ ଙ୍କୁ ସୁବେଚ୍ଛା ସହିତ ସମ୍ମାନିତ କରି ମହାସଙ୍ଘ ସହିତ ଯୋଡି ହୋଇଥିବା ଅନୁଷ୍ଠାନ ଗୁଡିକୁ ଏହି ପ୍ରକୃତିକ କୃଷି କାର୍ଯ୍ୟକ୍ର ସହିତ ଯୋଡିବାକୁ ଅନୁରୋଧ କରିଥିଲେ । ଅନୁଷ୍ଠାନର ସମ୍ପାଦକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ୟେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ଜିଲ୍ଲାରେ ଯେପରି ଜୈବିକ କୃଷିକୁ ପ୍ରଧାନ୍ୟ ଦିଆଯାଇଛି ସେହିପରି ଆଗାମି ଦିନରେ ପ୍ରାକୃତିକ କୃଷିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାତୀ ଅନୁଷ୍ଠାନର ଅଧକ୍ଷ୍ୟ ପ୍ରଶାନ୍ତ ସତପଥୀ ଙ୍କ ଦ୍ୱାରା ଜି.ଉଦୟଗିରି ସାମ୍ବାଦିକ ମହାସଙ୍ଘ ର ସଭାପତି ରାମକୃଷ୍ଣ ଚୌଧୁରୀ ଙ୍କୁ ତାଙ୍କର କାର୍ଯ୍ୟକ୍ଷେତ୍ର ର ଦକ୍ଷତା ନିମନ୍ତେ ମାନପତ୍ର ଓ ଫୁଲ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ର ପତ୍ରକାର ଙ୍କ ସହିତ ଅନୁଷ୍ଠାନର ଅନ୍ୟ ସହକର୍ମୀ ମାନେ ଉପସ୍ଥିତ ଥିଲେ । କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ କୃଷି ର ପ୍ରସାର ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କୁ ଆଂଚଳିକ ପରିଷଦ ରେ ପ୍ରମାଣପତ୍ର କରାଇବା ନିମନ୍ତେ ଚୟନ କରାଯାଇଛି । ଏହି ପରିପ୍ରେକ୍ଷିରେ ଅନୁଷ୍ଠାନ ତରଫରୁ ଜି.ଉଦୟଗିରି କାର୍ଯ୍ୟାଳୟ ଠାରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ରାଇକିଆ ଓ ଟିକାବାଲି ର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ସେମାନଙ୍କ ଦ୍ୱାରା ପରିଚାଳିତ କୃଷକ ସଂଗଠନ ଗୁଡିକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥି ସହିତ କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଙ୍ଘ ର ନୂତନ ନିର୍ବାଚିତ କନ୍ଭେନର୍ ତଥା ପ୍ରଦାତା ଅନୁଷ୍ଠାନର କାର୍ଯ୍ୟନିର୍ବାହି ସଂପାଦକ ପ୍ରଦିପ କୁମାର ଦାଶ ଙ୍କୁ ସୁବେଚ୍ଛା ସହିତ ସମ୍ମାନିତ କରି ମହାସଙ୍ଘ ସହିତ ଯୋଡି ହୋଇଥିବା ଅନୁଷ୍ଠାନ ଗୁଡିକୁ ଏହି ପ୍ରକୃତିକ କୃଷି କାର୍ଯ୍ୟକ୍ର ସହିତ ଯୋଡିବାକୁ ଅନୁରୋଧ କରିଥିଲେ । ଅନୁଷ୍ଠାନର ସମ୍ପାଦକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏହାର ଲକ୍ଷ୍ୟ ଓ ଉଦ୍ୟେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ଜିଲ୍ଲାରେ ଯେପରି ଜୈବିକ କୃଷିକୁ ପ୍ରଧାନ୍ୟ ଦିଆଯାଇଛି ସେହିପରି ଆଗାମି ଦିନରେ ପ୍ରାକୃତିକ କୃଷିକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାତୀ ଅନୁଷ୍ଠାନର ଅଧକ୍ଷ୍ୟ ପ୍ରଶାନ୍ତ ସତପଥୀ ଙ୍କ ଦ୍ୱାରା ଜି.ଉଦୟଗିରି ସାମ୍ବାଦିକ ମହାସଙ୍ଘ ର ସଭାପତି ରାମକୃଷ୍ଣ ଚୌଧୁରୀ ଙ୍କୁ ତାଙ୍କର କାର୍ଯ୍ୟକ୍ଷେତ୍ର ର ଦକ୍ଷତା ନିମନ୍ତେ ମାନପତ୍ର ଓ ଫୁଲ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ର ପତ୍ରକାର ଙ୍କ ସହିତ ଅନୁଷ୍ଠାନର ଅନ୍ୟ ସହକର୍ମୀ ମାନେ ଉପସ୍ଥିତ ଥିଲେ ।
Discover more from odia.bnslive.in
Subscribe to get the latest posts sent to your email.
