ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ

କନ୍ଧମାଳ -: (ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକରେ ବିଭିନ୍ନ ଗ୍ରାମପଞ୍ଚାୟତ ଗ୍ରସ୍ତକରି ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ବିଭିନ୍ନ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଖଜୁରୀପଡା…

ଯୁବ ସମାଜ ସେବୀ ଙ୍କ ବିୟୋଗ ରେ ଶୋକ ସଭାକନ୍ଧମାଳ,

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦୀର୍ଘଦିନ ଧରି ରୋଗ ସହ ସଂଗ୍ରାମ କରି ଶେଷରେ ଗତ ଜୁଲାଇ ୨୯ ତାରିଖରେ ଆଖିବୁଜିଲେ ଯୁବ ସମାଜସେବୀ ଆଲୋକ ବେହେରା । ୨୦୧୮ ମସିହାରୁ ବାଲିଗୁଡା ଆଇ.ଟି.ଡି.ଏ ଅଧିନରେ ଆଦିବାସୀ ଙ୍କ ଜୀବନ ଜିବିକା ସଂପର୍କିତ ବିଭିନ୍ନ…

ସ୍ୱାସ୍ଥ୍ୟ ବିଭାଗ “ଆରୋଗ୍ୟ ପଥେ”ତାଲିମ ନେଲେ ଫିରିଙ୍ଗିଆ ବ୍ଲକ୍ ର ୧୬୫ ଜଣ ଆଶା କର୍ମୀ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ରାଜ୍ୟରେ ଗ୍ରାମାଂଚଳ ରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ର ବ୍ୟବସ୍ଥାକୁ ସୁଦୃଢି କରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ଥିବା ବେଳେ ସରକାର ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଲିମ ମାଧ୍ୟମରେ ଶସକ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି…

କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ବେଦଭୂଷଣ ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସୋମବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି ଶ୍ରୀବେଦଭୂଷଣ । ସୂଚନା ପ୍ରକାରେ ପୂର୍ବରୁ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ କମିସନର ଭାବେ କାର୍ଯ୍ୟରତ ଥିବାବେଳେ ବେଦଭୂଷଣ କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ…

ସ୍ୱାତୀ ଅନୁଷ୍ଠାନ ତରଫରୁ ବିଭିନ୍ନ ବିଦ୍ୟାଳୟରେ ଫଳ ଚାରା ରୋପଣ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଜଳବାୟୁ ପରିବର୍ତନ ପ୍ରଭାବରେ ଦୁନିଆରେ ସବୁ କିଛି ଅନିୟମିତତା ଭିତରେ ଗତିକରୁଥିବା ବେଳେ ବର୍ତମାନ ଅଧିକରୁ ଅଧିକ ଗଛ ଳଗାଇବା ଆବଶ୍ୟକତା ଅଛି । ଏଣୁ ଜଙ୍ଗଲ ବିଭାଗ ତରଫରୁ ଜୁଲାଇ ମାସରେ ବନ ସୁରକ୍ଷା ସପ୍ତାହ ପାଳନ…

ସ୍ୱାତୀ ଅନୁଷ୍ଠାନ ର ନର୍ସ ମାନଙ୍କ ଦ୍ୱାରା ଘରୋଇ ବାର୍ଦ୍ଧକ୍ୟ ଚିକିତ୍ସା ଓ ଯତ୍ନ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ବାର୍ଦ୍ଧକ୍ୟ ସମୟର ଚିକିତ୍ସା ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଦୁରଦୁରାନ୍ତ ଗ୍ରାମ ଗୁଡିକରେ ସଚେତନତା ର ଅଭାବ ଓ ଆନୁଷ୍ଠାନିକ ସୁବୁଧା ସୁଯୋଗ ଅପହଂଚ ଥିବାରୁ ବହୁ ବୃଦ୍ଧ…

ଓଏଲ ଏମର ସିଆରପି ସିଏମ କନ୍ଧମାଳ ପକ୍ଷରୁ ୪ଦଫା ଦାବୀପତ୍ର ପ୍ରଦାନ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଓଡିଶା ଜୀବିକା ମିଶନରେ କାର୍ଯ୍ୟ ରତ ସିଆରପି-ସିଏମ ମାନଙ୍କୁ ସରକାର ମାସିକ ପାରିଶ୍ରମିକ ବଦଳରେ କାର୍ଯ୍ୟ ୱାରି ଇନସେନଟିଭ ପ୍ରଦାନକୁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରି କନ୍ଧମାଳ ଜିଲ୍ଲା ସିଆରପି ମାନଙ୍କ ପକ୍ଷରୁ ଚାରିଦଫା ଦାବୀ ସମ୍ବଳିତ ଏକ…

ସାରଙ୍ଗଗଡ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବୈଠକ ଅନୁଷ୍ଠିତ

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଆଜିର ସମୟରେ ମହିଳା ମାନଙ୍କ ପ୍ରତି ଘଟିଥିବା ବିଭିନ୍ନ ଅତ୍ୟାଚାର କୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପଦକ୍ଷେପ ମାନ ନିଆଯାଉଥିବା ବେଳେ ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଉଛି । ଯେମିତି କି କର୍ମ…

ବଡମ୍ବାରେ କିରୋସିନି ଢାଳି ନିଜକୁ ଜାଳିଦେଲା କଲେଜ ଛାତ୍ରୀ ମନିଷା

ବଡ଼ମ୍ବା –: କିରୋସିନ ଢାଳି ନିଜକୁ ଜାଳିଦେଲା ବଡମ୍ବାର ମନିଷା ସ୍ୱାଇଁ l କାନ୍ଦି କାନ୍ଦି ରାସ୍ତାରେ ଗଡିଯାଉଛି ମା, ଜଳିଲା ବଡମ୍ବା … l ନ୍ୟାୟ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ବସିଲେ ପରିବାର …l ସତରେ ନାରୀ…

ଯାତାୟତରେ ବାଧକ ସାଜିଛି ବାଡିଙ୍ଗିକୁଟି ନାଳ,ନାଳ ଉପରେ ପୋଲ ନିର୍ମାଣ ପାଇଁ ଦାବି ।

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାଦେରିପଡା ଓ ଝିଡିଙ୍ଗିପଡାର ଘର ସଂଖ୍ୟା ମିଶି ୫୦ରୁ ଉର୍ଦ୍ଧ ହୋଇଥିବା ବେଳେ ଏହି ଦୁଇ ଗ୍ରାମର ୨୫୦ରୁ ଉର୍ଦ୍ଧ ଜନସାଧାରଣ ଙ୍କ ଯାତାୟତରେ ବାଧକ ସାଜିଛି ବାଡିଙ୍ଗିକୁଟି…

error: Content is protected !!