କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ): କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଳକ ବଇଡା ଗ୍ରାମର ଗୋଲକ ବିହାରୀ କହଁର ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଭାବେ ନିର୍ବାଚିତ ହେଲା ପରେ ଶୁକ୍ରବାର ଦିନ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଭେଟି ଫୁଲବାଣୀ…
Year: 2025
ଦରକାର ପଡିବନି AC, କାଶ୍ମୀର ପରି ଥଣ୍ଡା ଲାଗିବ ରୁମ ! ମାତ୍ର ୫୦୦ ଟଙ୍କାରେ ଛାତ ଉପରେ କରନ୍ତୁ ଏହି କାମ …
ଗରମ ଦିନ ପୂରା ରୁମକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି? ତେବେ ଅଳ୍ପ ଖର୍ଚ୍ଚରେ ଆପଣାନ୍ତୁ ଏହି ଟ୍ରିକ୍ସ…l ବର୍ତ୍ତମାନ ପ୍ରବଳ ଗରମ ଅନୂଭୁତ ହେଉଛି । ବିଜୁଳି ବିଲ ଅଧିକ ହୋଇଯିବା ଭୟରେ ଅଧେ ଲୋକ ଏସି ଚଲାଇବାକୁ ପଛଘୁଞ୍ଚା…
ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟି ଗୃପ ତରଫରୁ ରାଇ ଗୁଡା ଗ୍ରାମ୍ୟ କମିଟିର ଅନୁଷ୍ଠିତ ହୋଇଯାଇଛି
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ପାଣ ସମାଜ କଲ୍ୟାଣ କମିଟି ଗୃପ୍ ତରଫରୁ ରାଇଗୁଡ଼ା ଗ୍ରାମ୍ୟ କମିଟି ଗୃପ୍ ରେ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଲୁଇସିଂ ପଞ୍ଚାୟତ ପାଣ…
ଫିରିଙ୍ଗିଆ ଗୋଚ୍ଛାପଡାରେ ଦନ୍ତାହାତୀ ଆତଙ୍କ, ହାତୀ ଘଉଡ଼ାଇବା ନାଁରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ ବନ୍ଦ ଦେଖାଦେଇଛି ତିବ୍ର ଅସନ୍ତୋଷ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ା ଅଞ୍ଚଳର ବଇଲିକିଆ ନିକଟ ପେନୁକେତା ଜଙ୍ଗଲରେ ଦନ୍ତାହାତୀ ବୁଲୁଛି। ଏହୁ ଦନ୍ତାହାତୀ ବୁଲୁଥିବା ଦେଖି ଅଂଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ହାତୀ କୌଣସି କ୍ଷୟକ୍ଷତି କରିଥିବା ଖବର ବର୍ତମାନ ପର୍ଯ୍ୟନ୍ତ…
ପାର୍କାଡି ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ସାତସପନ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ପାର୍କାଡ଼ି ଗ୍ରାମରେ ୪ସାହିରେ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳିଛି।ଯାହା ଫଳରେ ଏହି ଗ୍ରାମର ଜନସାଧାରଣ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।ରାଜ୍ୟ ଓ…
ଫିରିଙ୍ଗିଆ ପୁଲିସ ଦ୍ଵାରା କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ
କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ଜିଲ୍ଲା ପୋଲିସ ମଧ୍ୟ ଲାଗିପଡିଛି । କିଛିଦିନ ହେଲା ଲଗାତାର…
ବିଦ୍ୟୁତ୍ ଆଲୁଅ ରୁ ବଞ୍ଚିତ ବାଡାଯୋଡି ଅଞ୍ଚଳ ବାସୀ, ଅନ୍ଧକାରରେ ରହୁଛନ୍ତି ଅନେକ ଗାଁ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ବିଦ୍ୟୁତ ଆଲୁଅରୁ ବଞ୍ଚିସ୍ବାଦିନତା ବହୁତ ବର୍ଷ ବିତିଯାଇଥିଲେ ସୁଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକାର ଜନସାଧାରଣ । ବିଦ୍ୟୁତ ଆଲୁଅ ଦେଖିବା ଏକ ଅଞ୍ଚଳ ବାସୀ ଙ୍କ ପାଇଁଁ ସପ୍ନ । ଡିବିରି…
ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଫିରିଙ୍ଗିଆରେ ଉଦଘାଟିତ ହେଲା ନବନିର୍ମିତ ପେଟ୍ରୋଲ ପମ୍ପ
ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳବାସୀଙ୍କ ଦୁଃଖ ଶୁଣିଛନ୍ତି ରାଜ୍ୟ ସରକାର I ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଏହି ଫିରିଙ୍ଗିଆ ଅଞ୍ଚଳରେ ଅନେକ ଗାଡିମଟର ରହିଥିବା ବେଳେ ପେଟ୍ରୋଲ ପାଇଁ ଲୋକେ…
ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ
ବ୍ରହ୍ମପୁର -: ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତି କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ପୁରା…
ଫିରିଙ୍ଗିଆରେ ଉଦଘାଟିତ ହେଲା ନୂତନ ଥାନା କୋଠାର ଶୁଭ ଉଦଘାଟନ , ଭିସି ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ପନ୍ଦର ଟି ଥାନାରେ ନବନିର୍ମିତ କୋଠା ର ଶୁଭଦଘାଟନ କରିଥିବା ବେଳେ ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପରିସରରେ…
