ମହିଳା ମାନଙ୍କ ମୁହଁରେ ହସ ଫୁଟାଇ ଦେଇଛି ଦାରିଙ୍ଗବାଡି ଜାଗୃତି

କନ୍ଧମାଳ -: ଦାରିଙ୍ଗବାଡି ମୁ ଆଜି ଏକ ନୁଆ ଅପଡେଟ ଦେବାକୁ ଚାହେଁ ଦାରିଙ୍ଗବାଡି ବ୍ଲକ୍ ରେଥିବା ପ୍ରତି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଶିଶୁ ଗୃହ ଖୋଲିବା ବ୍ୟବସ୍ଥା କରିଛି ଦାରିଙ୍ଗବାଡି ଜାଗୃତି ଏବଂ ଅଜିମ୍ ପ୍ରେମଜି ଫାଉଣ୍ଡେସନ୍ ମିଳିତ ସହଯୋଗରେ…

୩ବର୍ଷ ହେଲା ରାସ୍ତାକାମ ସରୁନି, ଯାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡି -: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସିମନବାଡ଼ି ୫୯ନମ୍ୱର୍ ଜାତୀୟ ରାଜପଥ ଠାରୁ ରାଇକିଆ ବ୍ଲକ୍ ମହକୁମା କୁ ସଂଯୋଗ ହୋଇଥିବା ରାସ୍ତା ଆଜକୁ ୩ବର୍ଷରୁ ଉର୍ଦ୍ଧ ହେଲା କାହାର ନଜର ପଡୁନାହିଁ ସେହି ରାସ୍ତାରେ ପ୍ରତିଦିନ ସହସ୍ର…

ମାଁ ରୁଦ୍ରକାଳୀ କାମନା ମନ୍ଦିର ପ୍ରାଣ ପ୍ରତିଷ୍ଠା

କନ୍ଧମାଳ -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ପକାରୀ ପଞ୍ଚାଯତ ପକାରୀ ବୃଡିପଡା ସ୍ଥିତ ସର୍ବପୁରାତନ ସମୟର ମାଁ ରୁଦ୍ର କାଳୀ କାମନା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାଆଡମେ ସହକାରେ ପାଳନ କରାଯାଉଛି। ଏହି ଉତ୍ସବ ୩ ତାରିଖ ସୋମବାର ଠାରୁ…

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ

ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି )-: ସାରା ରାଜ୍ୟରେ ବିଯୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମାହା ସମାରୋହରେ ପାଳନ କରାଯାଇଥିବା ବେଳେ କନ୍ଧମାଳ ଜିଲ୍ଲା…

ଫିରିଙ୍ଗିଆରେ ଅନୁଷ୍ଠିତ ହେଲା ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା

ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି ) -: ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ସମସ୍ତ ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ପଂଚାୟତ ମାନଙ୍କରେ ସୁଭଦ୍ରା ସଚେତନତା କାର୍ଯ୍ୟକ୍ରମ ସହ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବା ବେଳେ…

ଫିରିଙ୍ଗିଆରେ ଚାଲିଥିବା ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୱେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଓ ତିନିଦିନ ଧରି ଚାଲିଥିବା…

ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ସଲାଗୁଡ଼ା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପାଚେରୀ ଓ ନଳକୂପ ବ୍ୟବସ୍ଥା ନାହିଁ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ସରକାର ଛାତ୍ର ଛାତ୍ରୀ ତଥା ଅଙ୍ଗନବାଡ଼ି କେନ୍ଦ୍ର ର କୋମଳମତି ଶିଶୁ ମାନଙ୍କ ପାଇଁ ପାନୀୟ ଜଳ ସହ ପାଚେରୀ ବ୍ୟବସ୍ଥା କରୁଥିବା ବେଳେ ତାହା କେଉଁଠି କାର୍ଯ୍ୟକାରି ହୋଇ ପାରୁଛିତ କେଉଁଠି ଆଜି ପର୍ଯ୍ୟନ୍ତ ବି…

ମଝିଆଁ ଭାଇର ଛୁରା ମାଡ଼ରେ ବଡଭାଇର ମୃତ୍ୟୁ ଘଟଣା,ଦଶ ଦିନ ପରେ ହତ୍ୟା କାରି ଭାଇକୁ ଗିରଫ କଲା ପୋଲିସ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: ବହୁ ଚର୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେର ବନ୍ଧ ପଞ୍ଚାୟତ ଅଧୀନରେ ଥିବା ଲଦାପଦର ଗାଁ ର ମୁରୁଡ଼ ସାହିରେ ମଝିଆଁ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହେବା ଓ…

ପୁଣି ଖାକି ରେ ଲାଗିଲା କଳଙ୍କ, ଚର୍ଚ୍ଚାରେ କନେଷ୍ଟପଲଙ୍କ ପରକୀୟା ପ୍ରୀତି : ନ୍ୟାୟ ପାଇଁ ଥାନାରେ ଧର୍ମପତ୍ନୀ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି )-: କିଛିଦିନ ତଳେ ଜଣେ ମହିଳା ହୋମଗାର୍ଡ ଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଅଭଯୋଗ ରେ ଜଣେ ଥାନା ଅଧିକାରୀ ଗିରଫ ହେବା ଘଟଣା…

ଟିକାବାଲି ବ୍ଲକ ରେ ଅନୁଷ୍ଠିତ ହେଲା ମାନସିକ ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠି ଓ ପରିବାରର ଦାୟିତ୍ୱ ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମ

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: ସାମ୍ପ୍ରତିକ ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ପରିବାର ଲୋକ ସମାଜରେ ଅନେକ ସମସ୍ୟାରେ ସମ୍ମୁଖିନ ହେବାକୁ ପଡିଥାଏ । ଯଥା ସମାଜ ଓ ପରିବାରରେ ଅଣଦେଖା, ଅନ୍ଧବିଶ୍ୱାସ, ଅନ୍ୟାନ ପ୍ରତିକୁଳ ପରିସ୍ଥିତି କୁ ଲୋକମାନଙ୍କ…

error: Content is protected !!