ପୁଣି ଛାନିଆ କଲାଣି ବାତ୍ୟା ଭୟ: ଶକ୍ତିଶାଳୀ ହେବ ଲଘୁଚାପ ?

ଚଳିତବର୍ଷ ପୁଣି ଥରେ ସେପ୍ଟେମ୍ବର ମାସରେ ଓଡ଼ିଶା ଉପକୂଳକୁ ବାତ୍ୟା ଆସିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଚାଲିଛି ।ପାଣିପାଗ ବିଭାଗ ଆକଳନ ଅନୁସାରେ ବର୍ତ୍ତମାନ ଲଘୁଚାପ କ୍ଷେତ୍ରଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ…

error: Content is protected !!