Creat A Revolution
ବରଗଡ଼:-ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ବରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶାର ପୂର୍ବତନ ଶିକ୍ଷା ମନ୍ତ୍ରୀ ରିପୁନାଥ ସେ ଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ଭଗବାନ ନିକଟରେ ଦୁଇଟି ମିନିଟ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର, ମଧୁସୂଦନ ତ୍ରିପାଠୀ, ସୁଶୀଲ କୁମାର ଅଗ୍ରୱାଲ, ଗୋପାଳ ଚନ୍ଦ୍ର ବାଗ, ମାଧବ ସାହୁ, ଗୋବିନ୍ଦ ସାହୁ, ଲକ୍ଷ୍ମୀନାରାୟଣ ପାଢୀ, ପ୍ରସନ୍ନ ବେହେରା, ସୁବାସ ଦଲେଇ, ଜିତେନ୍ଦ୍ର ସାହୁ, ଆଦିତ୍ୟ ହୋତା ସମେତ ଆହୁରି ଅନେକ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ ।
Discover more from odia.bnslive.in
Subscribe to get the latest posts sent to your email.