12 ନଂ ୱାର୍ଡ଼ ଗୁଳିମରା ସାହିରେ ନଗର ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଓ ସୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା

Creat A Revolution
           

ବାଲିଗୁଡ଼ା(ସାମୁଏଲ ପ୍ରଧାନ )କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନଗର ବିଜେପି ମଣ୍ଡଳ ସଭାପତି ଦିବାକର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ନଗର ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ଆରମ୍ଭ ହୋଇ ଯାଇଛି l ୱାର୍ଡ ସଭାପତି ଆଶିଷ ପାତ୍ର ଙ୍କ ନେତୃତ୍ବ ରେ ବାଲିଗୁଡ଼ା ନଗର 12 ନମ୍ବର ୱାର୍ଡ ଗୁଳିମରା ସାହି ସ୍ଥିତ ସଭା ଗୃହରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ବିଜେପି କର୍ମୀ ଙ୍କୁ ନେଇ ଦିନିକିଆ ସଦସ୍ୟତା ପ୍ରଶିକ୍ଷଣ କର୍ମଶାଳା ସହ ଶୁଭଦ୍ରା ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଦିବାକର ସାହୁ ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ,ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ସଭାନେତ୍ରୀ ସୁଷମା ସାହୁ ପ୍ରଭାରୀ ଅନୀଲ ଦାସ ସଂପାଦକ ନାରାୟଣ ଦଳପତି, ସଞ୍ଜୟ ଦାସ, ରେଖା ରାଣୀ ମଲିକ, ପ୍ରମୋଦ କୁମାର ଦଣ୍ଡସେନା ଜଗନ୍ନାଥ ବିଷୋୟୀ ନରସିଂହ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading