ବାଙ୍କୀ-ବୈଦେଶ୍ୱର (ବ୍ରହ୍ମାନନ୍ଦ ପ୍ରଧାନ) -: କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱର ପଞ୍ଚାୟତ ବୈଦ୍ୟେଶ୍ୱର ଥାନା ସାମ୍ନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛୋଟଛୋଟ ଶିଶୁ ପିଲାଙ୍କୁନେଇ ଅନୁଷ୍ଠିତ ହୋଇଛି ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ପଞ୍ଚାୟତରେ ପ୍ରତିବର୍ଷ ପାଳନ ହୁଏ l ଆଞ୍ଚଳିକ କାର୍ଯ୍ୟକ୍ରମ ଏହି କାର୍ଯ୍ୟକ୍ରମରେ ପ୍ରତିବର୍ଷ ସାମିଲ ହୁଅନ୍ତି ସାତଟି ବିଦ୍ୟାଳୟର ଶିଶୁ ଛାତ୍ର ଛାତ୍ରୀ ଛୋଟ ଶିଶୁ ପିଲାମାନଙ୍କ ନୂତନ୍ୱିତ୍ୟ ଗୁଣର ବିକାଶ ପାଇଁ ନାଚ ଗୀତ ପେଣ୍ଟିଙ୍ଗ ସୁଜନକ୍ଷ ଲିଖନ ସ୍ତରରେ କାର୍ଯ୍ୟକ୍ରମଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁବଶ୍ୱ କୁମାର ସାମନ୍ତ ସାହାଯ୍ୟ ସହଯୋଗରେ କାର୍ଯ୍ୟକ୍ରମଟି ଶୃଙ୍ଖଳାର ସହିତ ସମ୍ପୂର୍ଣ୍ଣ ହୋଇଥିଲା l

ଛୋଟ ଛୋଟ ଶିଶୁ କଳାକୁ ଲୋକାଲଚନକୁ ଆଣିବାପାଇଁ ଏହି ଏହି କାର୍ଯ୍ୟକ୍ରମଟି ପ୍ରତିବର୍ଷ ପ୍ରତିସ୍କୁଲରେ ପାଳନ କରାଯାଉଛିବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସୁବଶ୍ୱ କୁମାର ସାମନ୍ତ ସୂଚନା ଦେଇଛନ୍ତି ଶହେରୁ ଉର୍ଦ୍ଧ ଶିଶୁ କଳାକାର ଙ୍କ କଳା ପ୍ରଦର୍ଶନୀ ପରିଚାଳନା ହୋଇଥିଲା ଏବଂ କଳା ପ୍ରଦର୍ଶନୀ ସମୟରେ କୁନି ପିଲାଙ୍କ କଳା ଦେଖିବାପାଇଁ ଯୁବକ ମାନଙ୍କ ଭିଡ଼ ଜମିଥିଲା ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ବୈଦ୍ୟେଶ୍ୱର ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସୁରଞ୍ଜନ ପଣ୍ଡା ମହୋଦୟ, ବାଙ୍କୀ ନିର୍ବାଚନ ମଣ୍ଡଳୀ ର ସମିତି ସଭ୍ୟ ଶ୍ରୀମତୀ ନିରୁପମା ରତ୍ନ ମହୋଦୟା ପଞ୍ଚାୟତ BLC ଶ୍ରୀଯୁକ୍ତ ମହେଶ୍ୱର ମହାପାତ୍ର ଯୋଗଦାନ ସହ କାର୍ଯ୍ୟକ୍ରମ ଟି ସମ୍ପୂର୍ଣ୍ଣ ହେବାପର୍ଯ୍ୟନ୍ତ ଉପସ୍ଥିତ ଥିଲେ ବୈଦ୍ୟେଶ୍ୱର ପଞ୍ଚାୟତ ସାତଟି ବିଦ୍ୟାଳୟ ଶିଶୁଙ୍କୁ ନେଇ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା
Discover more from odia.bnslive.in
Subscribe to get the latest posts sent to your email.