Creat A Revolution
କନ୍ଧମାଳ ଜିଲ୍ଲା (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ୍ତ ଫୁଲବାଣୀ ବ୍ଲକ ଜାମଝିରୀ ପଞ୍ଚାୟତ ରେ ନିତି ନିୟମ ପାଳନ କରି ପାରମ୍ପରୀକ ପୂଜା ବହୁ ଆଡ଼ମ୍ୱରେ ପାଳନ ହୋଇଯାଇଛି । ଏହି ପାରମ୍ପରୀକ ପୂଜାକୁ ଏଠାକାର ମୂଳ ବାସିନ୍ଧା ମାନେ ନିତି ନିୟମକୁ ମାନି ପ୍ରତ୍ୟେକ ବର୍ଷ ପାଳନ କରି ଆସୁଥିବା ବେଳେ କିଛି ମୂଳ ବାସିନ୍ଦା ଏହି ପୂଜାକୁ ଘାଟି ପୂଜା ବା ପର୍ବତ୍ତ ପୂଜା ବୋଲି କହିଥାନ୍ତି ।ଉକ୍ତ ପୂଜାରେ ମାଁ ଉକୁଡୁଡୁ ସରୁପେନୁ କୁ ପୂଜା କରିଥାନ୍ତି,ବିଶ୍ୱଷ ରହିଛି ଯେ କେହିବି ନିୟମ ନିତି କୁ ମାନେ ନିଷ୍ଚାରେ ରହିଲେ ମନସ୍କାମନା ପୁରଣ ହୋଇଥାଏ ।କନ୍ଧମାଳ ଜିଲ୍ଲାରେ ଏହି ବାର୍ସିକ ପୂଜାକୁ ଅନେକ ସ୍ଥାନରୁ ଭକ୍ତ ମାନଙ୍କ ବିପୁଳ ପରିମାଣରେ ସୁଅ ଫିଟିଥାଏ ।
Discover more from odia.bnslive.in
Subscribe to get the latest posts sent to your email.
