ନୂଆଁ ବଛର୍ କେ ସୁର୍’ତା କରିଛନ୍ କଲଙ୍ଗାପାଲି ଗାଁ ର୍ ଲୁକେ

Creat A Revolution
           

ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-: ଆମର୍ ହିନ୍ଦୁ ମାନ୍’କର୍ ନୂଆଁ ବଛର୍ ଚଇତ୍ ମାସର୍ ଶୁକ୍ଳ ପ୍ରତିପଦା ଦିନ୍ କେ ମାନି ଆସୁଛନ୍ ।ହେଲେ ପଦ୍ମପୁର୍ ଇଲାକା ଥି ଯାଉଥିବା ଗାଇସିଲେଟ ବ୍ଳକ ର କଲଙ୍ଗାପାଲି ଗାଁର୍ ଲୁକେ ଫି ବଛର୍ ଇ ସମିଆକେ ସୁରତା କରି ଗାଁ ରେ ବିଶ୍ଵ ର୍ କଲ୍ୟାଣ ଲାଗି ବିଶ୍ଵଶାନ୍ତି ମହାଯଜ୍ଞ ପାଲନ୍ କରି ଆସୁଛନ୍ ।

ଇବଛର୍ ବି କଲଙ୍ଗାପାଲି ଗାଁ ନେ ବିଶ୍ଵଶାନ୍ତି ମହାଯଜ୍ଞ ହେଇଥିଲା । ଲମ୍ବୋଦର୍ ପୁରୁହିତ ବାବୁର୍ ପୁରୋହିତି ରେ କୋଶଲି କବି ବୈରାଗୀ ସାହୁ,ଯେ’କି ଘାଏ ଦେଖତ କଲାପଟା ର ସମ୍ପାଦକ ଙ୍କର୍ ତତ୍ବାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ କରିଥିଲେ ।ଇ ମହାଯଜ୍ଞ ଥି ଗାଁ ର ମୁଲିହାର୍ କଂଗ୍ରେସ୍ ସାହୁ, ଚିତ୍ରସେନ୍ ସାହୁ, ପ୍ରହଲ୍ଲାଦ୍ ସାହୁ, ବଂଶିଧର ସାହୁ ସାମିଲ୍ ହେଇ କରି ନିଜେ ନିଜକୁ ଧନ୍ୟ ମନେ କରିଥିଲେ ।ଇ ମହାଯଜ୍ଞ ଥି କର୍ତ୍ତା ଭାବେ ପ୍ରଶାନ୍ତ ସାହୁ,ଘନ ସାହୁ,ନିଲ ସାହୁ,ସୈମେନ୍ଦ୍ର ସାହୁ, ପଦ୍ମନାଭ ସାହୁ ଆର୍ ଗାଁ ର୍ ମାଁ ବୁହେନ ମାନେ ସାମିଲ ହେଇ କରି ବିଶ୍ଵଶାନ୍ତି ଲାଗି ଶୁଭ୍ ମନାଷିଥିଲେ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading