ଗୋରୁ ବୋଝେଇ କଣ୍ଟେନରକୁ ପିଛା କରି ଧରିଲା ପୁଲିସ, ଉଦ୍ଧାର ହେଲେ ୪୮ ଜୀବନ୍ତ ଓ ୨୨ ମୃତ ଗୋରୁ

Creat A Revolution
           

ବାଲିଚନ୍ଦ୍ରପୁର -: ଗତକାଲି ରାତି ୨ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଦେଇ ବେଆଇନ ଭାବେ ୭୦ ଗୋରୁ ବୋଝେଇ ଏକ କଣ୍ଟେନର ଯାଉଥିବା ଖବର ପାଇ ବଡ଼ଚଣା ଥାନା ପୁଲିସ କଣ୍ଟେନରକୁ ପିଛା କରିଥିଲେ।  ତେବେ ପୁଲିସ ଗାଡ଼ି ପିଛା କରୁଥିବା ଜାଣି ଚାଳକ ଖଇରା ନିକଟରେ କଣ୍ଟେନର ଛାଡ଼ି ଫେରାର ହୋଇ ଯାଇଥିଲା । ବଡ଼ଚଣା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଦେଇ ବେଆଇନ ଭାବେ ୭୦ ଗୋରୁ ବୋଝେଇ ଏକ କଣ୍ଟେନର ଯାଉଥିବା

ଖବର ପାଇ ବଡ଼ଚଣା ଥାନା ପୁଲିସ କଣ୍ଟେନରକୁ ପିଛା କରିଥିଲେ।  ତେବେ ପୁଲିସ ଗାଡ଼ି ପିଛା କରୁଥିବା ଜାଣି ଚାଳକ ଖଇରା ନିକଟରେ କଣ୍ଟେନର ଛାଡ଼ି ଫେରାର ହୋଇ ଯାଇଥିଲା । ସେହି କଣ୍ଟେନର ଭିତରେ ୭୦ ଗୋରୁ ଥିବା ବେଳେ ସେଥିମଧ୍ୟରୁ ୨୨ ଟି ଗୋରୁ ମୃତ ଅବସ୍ଥାରେ ଥିବା ପୁଲିସ ଦେଖୁବାକୁ ପାଇଥିଲେ। କଣ୍ଟେନରକୁ ଜବତ କରିବା ସହିତ ଆଜି ମୃତ ଗୋରୁଙ୍କୁ ପୁଲିସ ସତ୍କାର କରିଥିଲେ। ଅନ୍ୟ ଗୋରୁଙ୍କୁ ପୁଲିସ ଗୋଶାଳାରେ ଛାଡ଼ିଥିବା ଜଣାଯାଇଛି। ସେହି କଣ୍ଟେନର ଭିତରେ ୭୦ ଗୋରୁ ଥିବା ବେଳେ ସେଥିମଧ୍ୟରୁ ୨୨ ଟି ଗୋରୁ ମୃତ ଅବସ୍ଥାରେ ଥିବା ପୁଲିସ ଦେଖୁବାକୁ ପାଇଥିଲେ। କଣ୍ଟେନରକୁ ଜବତ କରିବା ସହିତ ଆଜି ମୃତ ଗୋରୁଙ୍କୁ ପୁଲିସ ସତ୍କାର କରିଥିଲେ। ଅନ୍ୟ ଗୋରୁଙ୍କୁ ପୁଲିସ ଗୋଶାଳାରେ ଛାଡ଼ିଥିବା ଜଣାଯାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading