କେନ୍ଦ୍ରାପଡ଼ା -:
ପୋଲିସ ଶବ ଅଟକାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇବାପରେ ଛାଡିଥିଲା । ମୃତ୍ୟୁ ମହିଳାଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ମଶାଣିରୁ ଶବ ଜବତ କରିଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ଦୀପକ ପରିଡାଙ୍କ ସ୍ତ୍ରୀ ସୁଭଦ୍ରା ଗର୍ଭବତୀ ଥିଲେ । ୬ ଦିନ ତଳେ ପରିବାର ଲୋକେ ସୁଭଦ୍ରାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିଲା ।
ସେଠାରେ ତାଙ୍କର ମୃତ ଶିଶୁ ଜନ୍ମ ଦେବା ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହା ପରେ ସୁଭଦ୍ରାଙ୍କ ମର ଶରୀରଙ୍କୁ ଶବ ସତ୍କାର ପାଇଁ ରାଜନଗର ମଶାଣିକୁ ନେଲା ବେଳେ ରାଜନଗର ଥାନା ବାଟରେ ପୋଲିସ । ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଶବକୁ କାନ୍ଧରେ ଧରି ବନ୍ଧୁ ପରିଜନ ଥାନା ଆଗରେ ଛିଡା ହେବା ପରେ ଛାଡ଼ି ଦେଇଥିଲେ ।
Discover more from odia.bnslive.in
Subscribe to get the latest posts sent to your email.
