ଦ୍ୱୀତିୟ ପଦ୍ମପୁର ମହୋତ୍ସବ , ଓଡିଶୀ ଓ ସମ୍ବଲପୁରୀ ନୃତ୍ୟରେ ଦୁଲୁକିଲା ମଞ୍ଚ

Creat A Revolution
           


ବରଗଡ଼/ପଦ୍ମପୁର -:

୨ୟ ପଦ୍ମପୁର ଲୋକ ମହୋତ୍ସବର ଦ୍ୱତୀୟ ଦିନରେ ଅତିଥି ଭାବରେ ମାନ୍ୟବର ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ସିଂ ବରିହା,ଡି ମୁରଲୀ କ୍ରିଷ୍ଣାନ, ପ୍ରତାପ ମିଶ୍ର, ଶିରୀଶ ବହିଦାର, ସୁରେଶ୍ୱର ଶତପଥୀ, କୁନାଲ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ । 

ଏହି କାର୍ଯ୍ୟକ୍ରମକୁ କେଶ ରଞ୍ଜନ ପ୍ରଧାନ, ଅଶୋକ ବହିଦାର ପରିଚାଳନା କରିଥିଲେ, ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ ନିଲ୍ୟ ଅନୁଗୁଳ, ସମ୍ବଲପୁରୀ ନୃତ୍ୟ ଅବରନି ସ୍ୟ, ଢ଼ାପ-ଚେତନା ସାଂସ୍କୃତିକ ଅନୁଷ୍ଠାନ ସୋହେଲା, ସମ୍ବଲପୁରୀ ନୃତ୍ୟ ଲାଲ ବହାଦୁର ସ୍କୁଲ ପଦ୍ମପୁର, ଟୁଇଷ୍ଟ ଡାନ୍ସ ଗ୍ରୁପ ଗୁଜରାଟ, ଆଦି ନୃତ୍ୟ ପ୍ରଦର୍ଶନ କରାଯାଇ ଥିଲା ।  ପ୍ରାରମ୍ଭିକ ସଂଗୀତ ସରସ୍ବତୀ ଶିଶୁମନ୍ଦିରର ଛାତ୍ରୀ ମାନେ ଗାନ କରି ଥିଲେ, ଦ୍ୱତୀୟ ଦିନରେ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା ଏବଂ ଲୋକେ ଉପଭୋଗ କରିଥଲେ । 


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading