କେଛୋଦାଦର ଠାରେ ୧୬ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Creat A Revolution
           


ପଦ୍ମପୁର -: ପାଇକମାଲ ବ୍ଳକ ଅନ୍ତର୍ଗତ କେଛୋଦାଦର ଗ୍ରାମ ଠାରେ ଅଞ୍ଚଳବାସୀ ଙ୍କୁ ନେଇ ୧୬ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏ ପରିପ୍ରେକ୍ଷୀରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉଜ୍ଜ୍ୱଳ ତାରକା ଭାବେ ଜନସେବାରେ ସଦାସର୍ବଦା ଲାଗିରହିଥିବା ବିଜୁଜନତା ଦଳର ଯୁବନେତା ଭୋଜରାଜ ସିଂ ବରିହା,ବିଜୁ ଯୁବ ଜନତା ଦଳର ତୁଙ୍ଗ ନେତା ତଥା ସଭାପତି ଗୈାତମ ସିଂ, ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ବାଲମ ଙ୍କୁ ଗ୍ରାମବାସୀ ମାନେ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ।ଏ ଅବସରରେ ଅତିଥି ମାନଙ୍କୁ ଗ୍ରାମବାସୀ ମାନେ ତାଙ୍କ ଗହଣରେ ପାଇଁ ଅତ୍ୟନ୍ତ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ୧୬ ପ୍ରହରୀରେ ଯୋଗଦାନ କରିଥିବା ସମସ୍ତ କୀର୍ତ୍ତନ୍ୟ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading