ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା

Creat A Revolution

ମୟୂରଭଞ୍ଜ/କରଞ୍ଜିଆ -: 

ଚଢଉ ଭୟରେ ପୋଡ଼ିଦେଲେ ଟଙ୍କା । ଦରପୋଡ଼ା ଟଙ୍କାର ଫଟୋ ସୋସିଆଲ ମିଡିଆରେ ଭାଇରାଲ। ଜିଏସଟି ଚଢାଉ ଭୟରେ ପୋଡି ଦେଲେ ବିଡ଼ା ବିଡ଼ା ଟଙ୍କା । ମୟୂରଭଞ୍ଜ କରଞ୍ଜିଆ ରରୁଆଁ ଅଞ୍ଚଳରୁ ଏପରି ଅଭିଯୋଗ ଆସିଛି । ଗୋଟିଏ ପରିବାରର ତିନି ଭାଇ ସୁନୀଲ, ପ୍ରଭାତ ଓ ସୌରଭ ସୁଲତାନିଆଙ୍କ ଗୋଦାମରେ ଚଢଉ କରିଥିଲା ସିଟି ଓ ଜିଏସଟି ବିଭାଗ ।

ତେବେ ଚଢଉ ପରେ କରଞ୍ଜିଆ ଏନଏସି କରଡିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚିରାଫଟା ନୋଟ୍‌ ପଡିଥିବା ଦେଖିବାକୁ ମିଳିଥିଲା । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଢାଉ ଭୟରେ କେହି ଟଙ୍କା ପୋଡି ଦେଇଥିବା ଚର୍ଚ୍ଚା ହେଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!