Creat A Revolution
ବରଗଡ଼(ନିରଞ୍ଜନ ତ୍ରିପାଠୀ):- ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ଏବେ ଚୂଡାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି ।ଚୁଡାନ୍ତ ତାଲିକାରେ ବିଜୁ ଜନତା ଦଳ ରୁ କଳ୍ପନା ମାଝୀ, କଂଗ୍ରେସରୁ ତପସ୍ଵିନୀ ବେହେରା, ଭାରତୀୟ ଜନତା ପାର୍ଟି ରୁ ଅନୁରାଧା ଅଗ୍ରଓ୍ବାଲ, ସ୍ୱାଧିନପ୍ରାର୍ଥିନୀ ଭାବେ ପାରୁ ଦେବିକକା ଦେହେରୀ, ପ୍ରୀତିକନା ମଜୁମଦାର, ଦେବକୀ ସିକ୍କା, ରାଜକୁମାରୀ ଦାଶ, ସସ୍ମିତା ଦାସ, ଜୋହ୍ନା ଚୌହାନ ରହିଛନ୍ତି । ଆସନ୍ତା ୨୪ ତାରିଖରେ ସକାଳ ୮ ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ୧୯ଟି ୱାର୍ଡର ୬୫ ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ସ୍ତରରୁ ଜଣାପଡିଛି
Discover more from odia.bnslive.in
Subscribe to get the latest posts sent to your email.