ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ କଖାରୁ ମଞ୍ଜି, ହାର୍ଟକୁ ବି ରଖିଥାଏ ସୁସ୍ଥ…ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

Creat A Revolution
           
କଖାରୁ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କିଛି ଲୋକ କଖାରୁ ଖାଉଥିବା ବେଳେ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି। ହେଲେ ମନେ ରଖନ୍ତୁ, କଖାରୁ ଭଳି ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। କହି ରଖୁଛୁ ଯେ କଖାରୁ ମଞ୍ଜିକୁ ପେପିଟସ୍‌ ମଧ୍ୟ କୁହାଯାଇଥାଏ, ଯାହା ଶରୀର ପାଇଁ ପୁଷ୍ଟିକର ହୋଇଥାଏ। ଏହା ଓମେଗା ୬ ଏବଂ ପ୍ରୋଟିନର ବଢ଼ିଆ ସ୍ରୋତ ହୋଇଥାଏ। ଏଥି ସହିତ ଏଥିରେ ଥିବା ଆଇରନ, ବିଟା-କେରେଟିନ୍‌ ଏବଂ କ୍ୟାଲସିୟମ୍‌ ଭଳି ତତ୍ତ୍ୱ ଶରୀରକୁ ବହୁତ ଫାଇଦା ପହଞ୍ଚାଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ, କଖାରୁ ମଞ୍ଜି କିପରି ପୁରୁଷମାନଙ୍କ ସମସ୍ୟାରେ ଲାଭକାରୀ ହୋଇ ପାରିବ।

ଏନର୍ଜି ଲେବଲ ବଢ଼ିଥାଏ: ଆଜିକାଲି କାର୍ଯ୍ୟଭାର ହେତୁ ଲୋକଙ୍କ ଏନର୍ଜି ଲେବଲ କମି ଯାଉଛି। ଏମିତି ସ୍ଥିତିରେ କଖାରୁ ମଞ୍ଜି ଆପଣଙ୍କ ପାଇଁ ରାମବାଣ ପ୍ରମାଣିତ ହୋଇପାରେ। କଖାରୁ ମଞ୍ଜି ସେବନ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଏବଂ ଏନର୍ଜି ଠିକ୍‌ ରହିଥାଏ। ଏଥି ସହିତ ଏଥିରେ ମିଳୁଥିବା ଗୁଣ ତଥା ପୋଷକ ତତ୍ତ୍ୱ ପୁରୁଷମାନଙ୍କ ଏନର୍ଜି ବୁଷ୍ଟ୍‍ କରାଇବାର କାମ କରିଥାଏ। ଏଥିପାଇଁ ପୁରୁଷମାନଙ୍କୁ କଖାରୁ ମଞ୍ଜି ସେବନ କରିବା ବହୁତ ଜରୁରୀ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ: କଖାରୁ ମଞ୍ଜି ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଡାଇବେଟିସ୍‌ କଣ୍ଟ୍ରୋଲରେ ରହିଥାଏ। ଯଦି ଆପଣ ଏହାକୁ ନିଜ ଡାଏଟ୍‌ରେ ସାମିଲ କରିବେ, ତା’ ହେଲେ ଆପଣଙ୍କୁ କେବେ ବି ଡାଇବେଟିସ୍‌ ସମସ୍ୟା ରହିବନି।

pumkin2

Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading