Creat A Revolution
ପୁରୀ -: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ମାନସ ସାହୁ। ପୁରୀ ଲାଇଟ ହାଉସ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରାଯାଇଛି। ବାଲୁକାକଳାରେ INTERNATIONAL YOGA DAYର ବାର୍ତ୍ତା ଦେବା ସହ YOGA FOR HUMANITYର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକାକଳା ନିର୍ମାଣ କରିବା ପାଇଁ ମାନସଙ୍କୁ ପ୍ରାୟ ୭ ଘଣ୍ଟା ସମୟ ଲାଗିଥିଲା। ୧୭ ଫୁଟ ଓସାର ବିଶିଷ୍ଟ ଏହି ବାଲୁକାକଳା ନିର୍ମାଣ କରିବା ପାଇଁ ୧୫ଟନ୍ ବାଲି ବ୍ୟବହାର କରାଯାଇଛି।
Discover more from odia.bnslive.in
Subscribe to get the latest posts sent to your email.