Creat A Revolution

ବଲାଙ୍ଗୀର -: ବଲାଙ୍ଗୀର ଜିଲ୍ଲା ଲାଠୋର ବନାଞ୍ଚଳ ବିଭାଗ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଟଙ୍କପାଣି ଗ୍ରମପଞ୍ଚାୟତ ଅନ୍ତର୍ଗତ ବୁଢାଛପର ଗ୍ରାମ ଠାରେ ଥିବା ଚାନ୍ଦଳି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୫ହଜାର ଚାରା ରୋପଣ କରାଯାଥିଲା। ରେଞ୍ଜର ପ୍ରଭାତି ସେଠ, ଫରେଷ୍ଟର ସାଗରିକା ସେଠ, ବିଡଗାର୍ଡ ଇନ୍ଦ୍ରମଣୀ ବେହେରା ଓ ଟଙ୍କପାଣି, ବୁଢାଛପର ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ୫ମାସ ପରେ ଉକ୍ତ ଚାରା ଗୁଡିକ ଗଛରେ ପରିଣତ ହେଲାଣି। ଅନ୍ୟପକ୍ଷରେ ଅଞ୍ଚଳର ଶ୍ରମିକ ମାନେ କାମ ଧନ୍ଦା ପାଇଁ ଆର୍ଥିକ ଉନ୍ନତି ହୋଇଥିବା ମୁନିରାମ ଶାଷ୍ଢ, ସାନ ସୁନାରୀ, ପଦମନ ନାଗ, ଜଳଧର ବାଗ ଆଦି ପ୍ରକାଶ କରନ୍ତି ।
Discover more from odia.bnslive.in
Subscribe to get the latest posts sent to your email.
