Creat A Revolution
ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା)-: ଜଗତସିଂହପୁର ଜ଼ିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବାଲିକୁଦା ଆମ୍ବଶାଳ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରକୁ ବାଲିକୁଦା ପଞ୍ଚାୟତ ସମିତି ଅଧକ୍ଷ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ ପ୍ରଦୀପ ପ୍ରଯ୍ୟଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଲିକୁଦା ଉପାଧ୍ୟାକ୍ଷା ପ୍ରିୟମ୍ବଦା ପଳାଉରୀ, BDO କଲ୍ୟାଣ ସୌରଭ ଦାଶ, ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, DSS ପବିତ୍ର ମୋହନ ଦାଶ,ଜ଼ିଲ୍ଲା ପରିଷଦ ସଭ୍ୟ ସଭ୍ୟା,ପ୍ରମୁଖ ଯୋଗଦେଇଥିଲେ।ଏହି ଶିବିରରେ ହଜାର ହଜାର ଭିନ୍ନକ୍ଷମ ପୁରୁଷ, ମହିଳା, ଶିଶୁ, ଯୋଗଦେଇଥିଲେ ।
Discover more from odia.bnslive.in
Subscribe to get the latest posts sent to your email.
