କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀପଡା ପଞ୍ଚାୟତ ନିକଟସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାରଦିନ ଖଜୁରୀପଡ଼ା ବ୍ଲକ ସ୍ତରୀୟ ଶିଶୁ ସୁରଭି ମହୋତ୍ସବ – ୨୦୨୫ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମଟି ଉଦଘାଟନ ଓ ଅଧ୍ୟକ୍ଷତା କରିଥିଲେ…
Author: bnsnewsodisha
ସର୍ଦାର ବଲ୍ଲଭଭାଇ ପଟେଲ ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଆଜି ସ୍ଥାନୀୟ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ସମ୍ମିଳନୀ କକ୍ଷରେ ଭାରତର ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ହେବାକୁଥିବା ପଦଯାତ୍ରା – ଏକତା ଯାତ୍ରାର ସଫଳ…
ଘାସିରାମ ମାଝୀଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି
ଭୁବନେଶ୍ୱର : ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ…
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ। ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି। ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି।…
ପ୍ରାକୃତିକ କୃଷି ର ଆଂଚଳିକ ପରିଷଦ ଦ୍ୱାରା ପଂଜିକରଣ ନିମନ୍ତେ ଦିନିକିଆ କର୍ମଶାଳା
କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାରେ ପ୍ରାକୃତିକ କୃଷି ର ପ୍ରସାର ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଙ୍କୁ ଆଂଚଳିକ ପରିଷଦ ରେ ପ୍ରମାଣପତ୍ର କରାଇବା ନିମନ୍ତେ ଚୟନ କରାଯାଇଛି ।…
ଶ୍ରୀ ଅନ୍ନ ଅଭିଯାନ ରାଇକିଆ ତରଫରୁ ବିଶ୍ୱ ଖାଦ୍ୟ ଦିବସ-୨୦୨୫ ପାଳିତ
ସୁସ୍ଥ ଜିବନ ଜାପନ ପାଇଁ ଖାଦ୍ୟ ର ଆବଶ୍ୟକତା ଜେତେ ଜରୁରି ସମସ୍ତେ ସୁଷମ ଖାଦ୍ୟ ପାଇବା ହେଉଛି ମଧ୍ୟ ଏକ ମାନବିକ ଅଧିକାର । ସେଥିପାଇଁ ସାରା ବିଶ୍ୱ ପ୍ରତି ବର୍ଷ ଅକ୍ଟୋବର ମାସ ୧୬ ତାରିଖ କୁ ବିଶ୍ୱ…
କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଦଳପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଝାମ୍ପି ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଡାଞ୍ଜୁ ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାରଦିନ ଆଞ୍ଚଳିକସାଧନ କେନ୍ଦ୍ର ସଂଯୋଜକ, ଶ୍ରୀ ସୁଶାନ୍ତ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ସରକାର ଓ ସାମାଜିକ ଅନୁଷ୍ଠାନ ସମନ୍ୱୟରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
କନ୍ଧମାଳ :-(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳଜିଲ୍ଲା ଟିକାବାଲି ବ୍ଲକରେ ଅନୁଷ୍ଠିତ ହୋଇଛି ମାନସିକ ସ୍ୱାସ୍ଥ୍ୟ କୁ କିପରି ଗ୍ରାମ ସ୍ତରରେ ସଚେତନତା ଆଣିବା ଓ ଅନ୍ଧବିଶ୍ୱାଶ କୁ ଦୂରକରିବା ଭଳି କାର୍ଯ୍ୟକ୍ରମ ଯାହା ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ବେସିକ ନିଡ୍…
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରେ ସାମୁହିକ ଜନ ସଚେତନତା
କନ୍ଧମାଳ :-(ମୃତ୍ୟୁଞ୍ଜୟ ଦିଗାଲ)ପାବୁରିଆ, ସମାଜରେ ମାନସିକ ସ୍ୱାସ୍ଥ୍ୟ ସହିତ ଦିନ କୁ ଦିନ ସମସ୍ତେ ସଂଘର୍ଶ କରୁଥିବା ବେଳେ ୨୫ ଶତକଡା ଲୋକ ମାନସିକ ଚାପରେ ଶିକାର ହେଉଛନ୍ତି, ଯାହା ପରବର୍ତୀ ସମୟରେ ଅସୁସ୍ଥତତା ର ମୁଖ୍ୟ କାରଣ ପରିଲକ୍ଷିଶତ ହେଉଛି…
