ଆଜିର ସମୟରେ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ…
Author: bnsnewsodisha
କୂଅରୁ ମିଳିଲା ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ
କୋରାପୁଟ -: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପୁକାଲି ଗ୍ରାମପଞ୍ଚାୟତର ବଡ଼ଫାଟୁର ଗ୍ରାମରେ ଏକ କୂଅରୁ ୨୩ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଅଛି। ସୂଚନା ଅନୁଯାୟୀ ଦୟା ବୁରୁଡ଼ିଙ୍କ ମଝିଆ ଝିଅ ପଦ୍ମଜା ବୁରୁଡ଼ି(୨୩) ଗତ ମଙ୍ଗଳବାର ଦିନ ଠାରୁ…
ପଟିଆଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁ …
ପଟିଆଲା ଜେଲରେ ସିଦ୍ଧୁ । ଆତ୍ମସମର୍ପଣ ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ପଟିଆଲା ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦିଆଯାଇଛି। ୧୯୮୮ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ମାମଲାର…
ଓଡ଼ିଶା ବିଶ୍ବବିଦ୍ୟାଳୟକୁ ସୁପ୍ରିମକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ -: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି । ସଂଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ହେଲେ ହାଇକୋର୍ଟ…
ଅଙ୍ଗନୱାଡ଼ି ଦିଦିଙ୍କ ବିରୋଧରେ ଅଭିଯୋଗ, ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି
ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ଅଙ୍ଗନୱାଡ଼ି ଦିଦିଙ୍କ ଦବଙ୍ଗଗିରି । ମନ ହେଲେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛନ୍ତି ନହେଲେ ନାହିଁ । ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି । ଏଭଳି ଅଭିଯୋଗ ଆସିଛି କଟକଜିଲ୍ଲା ସାଲେପୁର ବ୍ଳକ ତରିତୋ ପଞ୍ଚାୟତ…
ସଫଳତାର ମନ୍ତ୍ର, କେମିତି ଆପଣଙ୍କ ଜୀବନରେ ଅର୍ଥର ଅଭାବ ରହିବ ନାହିଁ …ମାନନ୍ତୁ ଚାଣକ୍ୟ ବାଣୀ
ଚାଣକ୍ୟଙ୍କ ଅନୁଯାୟୀ ପ୍ରତ୍ୟେକ ମନୁଷ୍ୟ ସଫଳତା ପାଇଁ ଜୀବନରେ ସଂଘର୍ଷ କରିଥାଏ । କିଛ ବ୍ୟକ୍ତିଙ୍କୁ ଏଥିରେ ସଫଳତା ମିଳିଥାଏ ତ କିଛି ବ୍ୟକ୍ତି ଏଥିରେ ଅସଫଳ ହୋଇଥାନ୍ତି । ଚାଣକ୍ୟ ନୀତି କହେ ଯେ ଅସଲ ସଫଳ ତାହା ଯିଏ…
ପୁଣି ଓଡିଶାରେ ପଶି ଦାଦାଗିରି ଦେଖାଇଲା ଆନ୍ଧ୍ର : ‘ବସୁଧା’ ଯୋଜନାକୁ ବନ୍ଦ କଲେ,ଠିକାଦାରଙ୍କ ନାଁରେ ଆନ୍ଧ୍ର ଥାନାରେ ଏତେଲା
ପଟାଙ୍ଗି -: ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର । ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ । କୋରାପୁଟ ଜିଲ୍ଲା…
ପୁଅ କରିଦେଲା ମା’ଙ୍କୁ ବିବାହ, ବାପା ପହଞ୍ଚିଲେ ଥାନାରେ …
ଉତ୍ତରାଖଣ୍ଡ -: ଏକ ଘୋର ଲଜ୍ଜାଜନକ ଖବର ଆସିଛି ଉତ୍ତରାଖଣ୍ଡରୁ । ଜଣେ ସାବତ ମା’କୁ ଜଣେ ସନ୍ତାନ ବିବାହ କରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଖବର ଲୋକ ଲୋଚନକୁ ଆସିଲା ଯେତେବେଳେ ପୁଅର ବାପା ଥାନାରେ…
ଆପଣଙ୍କ ଫୋନକୁ କିଏ ଗୋପନରେ ରେକଡିଂ କରୁଛନ୍ତି କି ଏମିତି ଫର୍ମୁଲା ପକାଇ ଜାଣନ୍ତୁ …
କଲ୍ ରେକର୍ଡିଙ୍ଗ୍ ବିଷୟରେ ତ ଆପଣ ଜାଣିଥିବେ। ଅନେକ ଲୋକ ଫୋନରେ କଥା ହେଉଥିବା ସମୟରେ ଅଲଗା ଅଲଗା କାରଣରୁ କଲ୍ ରେକର୍ଡ କରନ୍ତି। କିଛି ମାମଲାରେ ଏହା ଠିକ ତ ହୋଇଥାଏ, କିନ୍ତୁ ଆଉ କିଛି ମାମଲାରେ ଏହାର ମିସୟୁଜ୍…
