କିସ କଲେ ଓଠ କାଟିଦେବି, ଶାହାରୁଖ ଖାନ୍‌ ତାଙ୍କ ଝିଅକୁ ନେଇ ଏମିତି କହିଲେ …

ନୂଆଦିଲ୍ଲୀ : ଶାହାରୁଖ ଖାନ୍‌ଙ୍କ ଅଲିଅଳି ଝିଅ ସୁହାନା ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶାହାରୁଖ ଖାନ୍‌ । ସୁହାନାଙ୍କ ଆଜି ଜନ୍ମ ଦିନ । ୨୨ ବର୍ଷରେ ପଦାର୍ପଣ କଲେ ସୁହାନା । ସାଧାରଣତଃ ସବୁ ପିତା ମାତା ତାଙ୍କର…

୩୦୦ଫୁଟ ବୋରୱେଲ ତଳେ ଝୁଲି ରହିଛି ୬ ବର୍ଷୀୟ ଶିଶୁର ଜୀବନ …

ପଞ୍ଜାବ -: ପଞ୍ଜାବର ହୋଶିଆରପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଏଠାରେ ଏକ ୬ ବର୍ଷର ଶିଶୁ ବୋରୱେଲ ଭିତରକୁ ଖସିପଡ଼ିବା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ପିଲାଟି ବୁଲା କୁକୁରଠାରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା…

ଗଞ୍ଜେଇ ନିଶା ଖାଇ ନିଜକୁ କରିଦେଲେ ନଂପୁଶକ, ତାପରେ ହେଲା ଏଭଳି … ଦେଖନ୍ତୁ ଭିଡିଓ

ଗୌହ୍ୱାଟୀ -: ଆସାମର ସୋନିଟପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ଗଞ୍ଜେଇ ନିଶାରେ ନିଜ ଯୌନାଙ୍ଗକୁ କାଟି ଦେଇଥିବା ଜାଣିବାକୁ ମିଳିଛି । ଘଟଣାଟି ହେଉଛି ମେ ୧୯ ତାରିଖର । ବ୍ୟକ୍ତି ଜଣକ…

ପ୍ରେମରେ ଧୋକା ଖାଇବା ପରେ ଜୀବନ ହାରିଲେ ଖୋର୍ଦ୍ଧାର ସୋମ୍ୟରଞ୍ଜନ …

ଖୋର୍ଦ୍ଧା -: ପୁଣିଥରେ ଆଉ ଏକ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଲେ । ତିନିମାସ ତଳେ ଭୁବନେଶ୍ୱରରେ ସୋମ୍ୟରଞ୍ଜନ ନାମକ ଯୁବକ ଲଭ ପାଇଁ ଜୀବନ ହରିଥିଲେ ଆଉ କାଲି ଆଉ ଜଣେ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଛନ୍ତି ।…

ବ୍ଲଡ ପ୍ରେସରକୁ କିପରି ରଖିବେ ନିଜ ନିୟନ୍ତ୍ରଣରେ, ହାର୍ଟଆଟାକକୁ କରନ୍ତୁ ବାଏ ବାଏ …

ଆଜିର ସମୟରେ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର‌୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ…

କୂଅରୁ ମିଳିଲା ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

କୋରାପୁଟ -: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପୁକାଲି ଗ୍ରାମପଞ୍ଚାୟତର ବଡ଼ଫାଟୁର ଗ୍ରାମରେ ଏକ କୂଅରୁ ୨୩ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଅଛି। ସୂଚନା ଅନୁଯାୟୀ ଦୟା ବୁରୁଡ଼ିଙ୍କ ମଝିଆ ଝିଅ ପଦ୍ମଜା ବୁରୁଡ଼ି(୨୩) ଗତ ମଙ୍ଗଳବାର ଦିନ ଠାରୁ…

ପଟିଆଲା ସେଣ୍ଟ୍ରାଲ ଜେଲରେ ସିଦ୍ଧୁ …

ପଟିଆଲା ଜେଲରେ ସିଦ୍ଧୁ । ଆତ୍ମସମର୍ପଣ ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ପଟିଆଲା ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦିଆଯାଇଛି। ୧୯୮୮ ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ମାମଲାର…

ଓଡ଼ିଶା ବିଶ୍ବବିଦ୍ୟାଳୟକୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ -: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ତିନି ମାସ ରହିତାଦେଶ ଲଗାଇଛନ୍ତି । ସଂ‌ଶୋଧିତ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ହେଲେ ହାଇକୋର୍ଟ…

ବରଗଡବାସୀ ଖାଦ୍ୟ ନାଁରେ ଖାଉଛନ୍ତି ବିଷ ! କୁଆଡ଼େ ଗଲେ ଫୁଡ୍‌ ଇନ୍ସପେକ୍ଟର? ଖାଦ୍ୟ କାରବାରରେ ବଡ଼ ଜାଲିଆତି

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ଜିଲ୍ଲାରେ ଖାଦ୍ୟ କାରବାରରେ ବଡ଼ ଧରଣର ଜାଲିଆତି ଚାଲିଛି । ଏନେଇ ପୂର୍ବରୁ ବିଭିନ୍ନ ଅଭିଯୋଗ ହେଉଥିଲା । କିନ୍ତୁ ଗତମାସ ୧୯ ତାରିଖ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଚୂଳାବତୀ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏହି…

ଅଙ୍ଗନୱାଡ଼ି ଦିଦିଙ୍କ ବିରୋଧରେ ଅଭିଯୋଗ, ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି

ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ଅଙ୍ଗନୱାଡ଼ି ଦିଦିଙ୍କ ଦବଙ୍ଗଗିରି । ମନ ହେଲେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛନ୍ତି ନହେଲେ ନାହିଁ । ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି । ଏଭଳି ଅଭିଯୋଗ ଆସିଛି କଟକଜିଲ୍ଲା ସାଲେପୁର ବ୍ଳକ ତରିତୋ ପଞ୍ଚାୟତ…

error: Content is protected !!