ଇତିହାସ ରଚିଲା ଏହି ଚଳଚିତ୍ର, ରିଲିଜ୍ ପୂର୍ବରୁ ୮୦୦ କୋଟି ଲାଭ

ମୁମ୍ବାଇ: ମାର୍ଚ୍ଚ ୨୫ ତାରିଖ ରିଲିଜ୍ ହେବାରୁ ଯାଉଥିବା ‘ଆରଆରଆ’ର୍ ଚଳଚ୍ଚିତ୍ରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ କେତେ ଉତ୍ସାହିତ ତାହା ଏଥିରୁ ଜଣା ପଡୁଛି…

ଭଦ୍ରକରେ ନିର୍ବାଚନି ହିଂସା, ଛୁରି ଭୁଜାଲିର ଖେଳ

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ୍ ସାମ୍ନାରେ ଜଣେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ଘଟଣାରେ ୧୪୪ ଲାଗୁ କରାଯାଇଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତାକାଲି…

ମାର୍ଚ୍ଚ ୨୫ ଶୁକ୍ରବାର ରାଶିଫଳ – ଏହି ରାଶିଧାରୀଙ୍କର ଧନ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

ମେଷ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ସନ୍ତାନଠୁଁ ଖୁସି ଖବର ପାଇବେ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ । ବୃଷ: ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ସରକାରୀ ଚାକିରିଆଙ୍କ କାମରେ…

୮ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଅନ୍ୟର ପାଦ ତଳେ ଆଶ୍ରୟ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ..!

ନୂଆଦିଲ୍ଲୀ -: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିଧାନସଭାରେ ମହାନଗର ନିଗମ ନିର୍ବାଚନକୁ ସ୍ଥଗିତ ରଖିବା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ବିଜେପିର ଲୋକମାନେ ଭୟଭୀତ । ଯଦି ସେମାନଙ୍କର ସାହାସ ଅଛି, ତେବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…

ବାଲିକୁଦା ଥାନପତି ପରିସରରେ ବରିଷ୍ଠ ସାମ୍ବାଦିକ ଅଜୟ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ବାଲିକୁଦା ମା ଥାନପତିଙ୍କ ପୀଠ ପରିସରରେ ବାଲିକୁଦା ସାମ୍ବାଦିକମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ବର୍ଗତ ଅଜୟ କୁମାର ଜେନାଙ୍କ…

ଜଗତସିଂହପୁର ପୌରପରିଷଦ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲା ସଦର ମହକୁମା ପୌରପରିଷଦ ନିର୍ବାଚନ ପାଇଁ ବୁଥକୁ ଗଲେ ପୋଲିଂ ଦଳ । ସ୍ଥାନୀୟ SVM କଲେଜରେ ଆଜି ସକାଳ 8 ଟାରେ ଷ୍ଟ୍ରଙ୍ଗ ରୁମ ଖୋଲାଯାଇଥିଲା ଏବଂ 2 ଟି ଲେଖାଏ ଇଭିଏମ ମେସିନ…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମୈାନୀ ରୟ ଏମିତି ଭାବରେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ଯେ ସେସିଆଲ ମିଡିଆରେ ଏବେ ନିଆଁ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଟେଲିଭିଜନ ଅଭିନେତ୍ରୀ ମୈାନୀ ରୟ । ‘କିଉଁକି ଶାଶ୍ ଭି କଭି ବୋହୂ ଥୀ’ ଧାରାବାହିକରେ ମୈାନୀ ଓ ସ୍ମୃତି ଏକତ୍ର କାମ କରିଥିବା ବେଳେ ସେମାନଙ୍କ ବନ୍ଧୁତ୍ୱ…

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଲା, ଆଇନ୍ ଜାଲରେ ସଲମାନ ଖାଁ

ମୁମ୍ବାଇ -: ଆଇନ୍‌ଗତ ସମସ୍ୟାରେ ପ୍ରାୟତଃ ଅଧିକାଂଶ ସମୟରେ ଛନ୍ଦି ହୋଇପଡ଼ିଥାନ୍ତି ଅଭିନେତା ସଲମାନ ଖାନ୍ । ନିକଟରେ ସେ ପୁଣି ଥରେ ଏକ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତିି । ଜାଣିବାକୁ ମିଳିଛି ଯେ ସଲମାନ ରାସ୍ତାରେ ଯାଉଥିବା ଅବସ୍ଥାରେ…

“ଭାରତୀୟ ସଂସ୍କୃତି ରେ ବିଜ୍ଞାନ” ବିଷୟରେ ଆଲୋଚନା ଚକ୍ର

ପଦ୍ମପୁର (ଜିତୁ ଦାଶ) -: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ-ପାଠଚକ୍ର ,ଯାହାର ବିଷୟ ଥିଲା ” ଭାରତୀୟ ସଂସ୍କୃତିରେ ବିଜ୍ଞାନ ” ,online Google meet…

ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର୧୦୦ବର୍ଷ ପୂର୍ତ୍ତି ପାଳନ

ଜଗତସିଂହପୁର -: ମହାତ୍ମାଗାନ୍ଧୀଙ୍କ ପ୍ରଥମ ଓଡିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତୀ ଜ଼ିଲ୍ଲା ସ°ସ୍କୃତି ବିଭାଗ ଓ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ଜଗତସିଂହପୁର ଥାନା ପରିସର ଓ ଗାନ୍ଧି ଛକଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ…

error: Content is protected !!