କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସରକାରଙ୍କ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଦିବାସୀ ଅଧ୍ୟଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧା ନ ପାଇ ବହୁ ଅସୁବିଧାର…
Author: bnsnewsodisha
ମଣିପଦର(ତଳସାହି)ଗ୍ରାମବାସୀଙ୍କୁ ମାଟି ଚୁଆଁ ପାଣି ଭରଷା |ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମର ୧୨ ପରିବାର |
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସରକାରଙ୍କ ତରଫରୁ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଦିବାସୀ ଅଧ୍ୟଷିତ ଉପାନ୍ତ ଅଞ୍ଚଳବାସୀ ସରକାରଙ୍କ ଦ୍ବାରା ଦିଆଯାଉଥିବା ସୁବିଧା ନ ପାଇ ବହୁ ଅସୁବିଧାର…
ଫିରିଙ୍ଗିଆ ପୋଲିସ ର ସଫଳତା I ଫିଲ୍ମ ଷ୍ଟାଇଲ ରେ ଗୋଡେଇ ଗୋଡେଇ ବିହାରୀ ଗଞ୍ଜେଇ ମାଫିଆ ଙ୍କୁ ଧରିଲା ପୋଲିସ I ଦୁଇଟି କାକଜାରୀ କାର ସହ ୯୦ କିଲୋ ଗଞ୍ଜେଇ ଜବତ ଚାରି ବିହାରୀ ଗଞ୍ଜେଇ ମାଫିଆ ଗିରଫ I
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳ କିଛି ଦିନ ହେଲା ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବା ବେଳେ ଥାନା ଅଧୀନରେ ଥିବା କିଛି ଗାଁ ରେ ବାହାର ରାଜ୍ୟର କିଛି ଗଞ୍ଜେଇ ମାଫିଆ ଡେରା…
ସାମ୍ୱାଦିକଙ୍କ ଭାଈ ପହଲଗାମ୍ରେ ଫୁଲବାଣୀର ଯବାନ।
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ)ଜମ୍ମୁକାଶ୍ମୀରର ପହଲଗାମ୍ ଠାରେ ଗତ ମାସ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ମୃତ୍ୟୁ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବା ପରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉଭୟ ଦେଶ ମଧ୍ୟରେ ଆରମ୍ଭ…
ମା ଗୃହ ପ୍ରତିଷ୍ଠା ଦିବସରେ “ମା’ ପାଇଁ ଦିନଟିଏ” ଅନୁଷ୍ଠିତ
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ଏକ ମହତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦିଆଯାଉଛି ଏବଂ ମାତୃ ଓ ଶିଶୁ ମୃତୁ୍ୟ ହାର କମାଇବାରେ ସୁରକ୍ଷିତ…
୪୨ ଲିଟର ଦେଶି ମହୁଲି ମଦ ଜବତ , ୩ କୋର୍ଟ
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ବଜାର ଅଞ୍ଚଳରେ ଦିନକୁ ଦିନ ଦେଶି ମହୁଲି ମଦ ପ୍ରବଳ ମାତ୍ରାରେ ବିକ୍ରୀ ହେଉଅଛି। ପ୍ରତ୍ୟେକ ଦିନ ଶଙ୍କରାଖୋଲ ସ୍ଥିତ ଗୁଡ୍ରୀଗାଁ ଗ୍ରାମରୁ ମହୁଲି ମଦ ରନ୍ଧାହୋଇ ଟିକାବାଲି କୁ ଦୈନିକ ଏକ ହଜାର ଲିଟର…
କୁଈସମାଜ ସେବା ସମିତି ଫୁଲବାଣୀର ବାର୍ଷିକ ସାଧାରଣ ଉତ୍ସବ
କନ୍ଧମାଳ-:(ମୃତ୍ୟୁଞ୍ଜୟ ଦିଗାଲ) କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀର ବାର୍ଷିକ ସାଧାରଣ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲାର ପୁରାତନ ସଂଗଠନ କୁଇ ସମାଜ ସେବା ସମିତି ଫୁଲବାଣୀର ଫିରିଙ୍ଗିଆ…
ମହାଯାନ ବୋଧି ସତ୍ତ୍ବଯାନ, ଗୌତମ ବୁଦ୍ଧଙ୍କ ଜୀବନ କାହାଣୀ
ବୈଶାଖ ପୂର୍ଣ୍ଣିମା ଗୌତମ ବୁଦ୍ଧଙ୍କ ଜୀବନ କାହାଣୀ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ବୈଶାଖ ପୂର୍ଣ୍ଣିମାରେ ସେ ଜନ୍ମଗ୍ରହଣ କରିଥିଲେ; ଆଉ ଗୋଟିଏ ବୈଶାଖ ପୂର୍ଣ୍ଣିମାରେ େସ ବୋଧିପ୍ରାପ୍ତ ହୋଇଥିଲେ ଏବଂ ଶେଷରେ ଆହୁରି ଏକ ବୈଶାଖ ପୂର୍ଣ୍ଣିମାରେ ତାଙ୍କର ପରିନିର୍ବାଣ…
ଅପରେସନ ସିନ୍ଦୂରରୁ ଆମେ କ’ଣ ପାଇଲୁ…’: ଜୟରାମଙ୍କ ପ୍ରଶ୍ନ
ଅପରେସନ ସିନ୍ଦୂର ନେଇ କଂଗ୍ରେସ ନେତା ଜୟରାମ ରମେଶ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିଛନ୍ତି… ନୂଆଦିଲ୍ଲୀ : ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ…
ଆଠଗଡ଼ ପୁଲିସ ହାତରେ ଛନ୍ଦି ହୋଇଗଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍
ଆଠଗଡ଼-: କଟକ ଗ୍ରାମାଞ୍ଚଳ ପୁଲିସକୁ ବଡ଼ ସଫଳତା ମିଳିଛି। ପ୍ରାୟ ୪୦ ଲକ୍ଷ ଟଙ୍କାର ପାଣି ପାଇପ୍ ନେଇ ଫେରାର ହେବାକୁ ଉଦ୍ୟମ କରିଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ପୁଲିସ ହାତରେ ଧରାପଡ଼ି ଯାଇଛନ୍ତି। ଆଠଗଡ଼ ପୁଲିସର ରାତି ପାଟ୍ରୋଲିଂ ସମୟରେ ଆଠଗଡ଼…
