କାର ସହ ୩୦ କିଲୋ ଗଞ୍ଜେଇ ଜବତ ଜଣେ ପେସାଦାର ଗଞ୍ଜେଇ ମାଫିଆ ଗିରଫ

ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ରେ କିଛିଦିନ ହେଲା କନ୍ଧମାଳ ଜିଲ୍ଲା ରେ କଞ୍ଜେଇ କାରବାର ଉପରେ ରୋକ ଲଗେଇବା ପାଇଁ ଜିଲ୍ଲା ପୋଲିସ ମୁଖିଆ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ଚଢ଼ାଉ…

ପିଇବା ପାଣି ସମସ୍ୟା, ପଞ୍ଚାୟତ ସମିତି ବୈଠକରେ ଉଦବେଗ

ବରଗଡ଼(ନିରଞ୍ଜନ ତ୍ରିପାଠୀ) -: ଶିତ ପରେ ବର୍ଷା ବର୍ଷା ପରେ ଗ୍ରୀଷ୍ମ ଏଭଳି ଋତୁର ପରିବର୍ତ୍ତନ। ହେଲେ ବେଳ ଥାଇ ବନ୍ଧ ବାନ୍ଧରେ କୁମର ଭଳି କାର୍ଯ୍ୟ କୁ କାହିଁକି ପ୍ରଶାସନ ପ୍ରାଥମିକ ଦେଉନାହାନ୍ତି ତାହା ଆଶ୍ଚର୍ଯ୍ୟର ବିଷୟ ଅଟେ ।…

ଅସହାୟ ମହିଳାଙ୍କୁ ସାହା ହେଲେ ଟ୍ୱିଟର ଗାର୍ଲ ଦୀପା

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଅସହାୟ ମାନଙ୍କ ହକ ଏବଂ ଅଧିକାରର ପାଇଁ ଲଢେ଼ଇ କରିଆସୁଥିବା ସ୍ୱେଚ୍ଛାସେବୀ ଦୀପା ବାରିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ତାଙ୍କର କାର୍ଯ୍ୟ ଗୁଡ଼ିକ ଅସହାୟ ଲୋକମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ।ଏଭଳି ଏକ ମହତ କାର୍ଯ୍ୟ କରି ଦୀପା ସମସ୍ତଙ୍କ…

ବୟସର ଅପରାହ୍ନରେ ମଧ୍ୟ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ବଂଶୀଧର ଦିଗାଲ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ବଂଶୀଧର ଦିଗାଲ ବୟସ ୬୯ l ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ୍ୟ ବୃଦ୍ଧାଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା I ସେପଟେ ଭତ୍ତା ଖଣ୍ଡିଏ…

ଭଙ୍ଗା ଦଦରା ଘରେ ଭାଗ୍ୟବତୀ ବେହେରା ଓ ମାର୍ଖଣ୍ଡ ବେହେରା ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ସ୍ୱାମୀ ସ୍ତ୍ରୀ ଭାଗ୍ୟବତୀ ବେହେରା ଓ ମାର୍ଖଣ୍ଡ ବେହେରା ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ କାଟୁଛନ୍ତି । କୁଲି ମଜୁରି ଯାଇ ଯେତିକି…

ଡଲାବାଲି ଗାଁର ବିଦ୍ୟୁତ୍ ଟ୍ରାନ୍ସଫର୍ମ ମୁକୁଳା , ମୃତ୍ୟୁକୁ ନିମନ୍ତ୍ରଣ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ଡଲାବାଲି ଗାଁ ନିକଟରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିରହିଛି ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏହା ଦେଖୁଥିଲେ ମଧ୍ୟ କିଛି ପ୍ରତିକାର କରୁ ନାହାନ୍ତି ଲୋକମାନଙ୍କ…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପ୍ରେମର ବିଫଳତା ଏକ ଅପରାଧ ନୁହେଁ

କଟକ -: ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଭାଙ୍ଗିବା ପରେ ଯୁବତୀ ଜଣକ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖାଯାଇଥିଲା ବୋଲି ଅଭିଯୋଗ କରିଥିଲେ। ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ଦୁଇ…

ଗୁଡ୍ ସେଫର୍ଡ ଇଂଲିଶ ମିଡିୟମ ସ୍କୁଲ ରେ ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: ପ୍ରତି ବର୍ଷ ଭୋଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ ନମ୍ୱର୍ ୱାର୍ଡ ସ୍ଥିତ ଗୁଡ୍ ସେଫର୍ଡ ଇଂଲିଶ ମିଡିୟମ ସ୍କୁଲର ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି…

ଜି ଉଦୟଗିରି ଏମଏମସି ମେଡ଼ିକାଲ ପରିସରରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ)_ -: ସ୍ଥାନୀୟ ଏମଏମସି ମେଡ଼ିକାଲ ପରିସରରେ ସାମାଜିକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଜି.ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନଜ କୁମାର ଦେବତାଙ୍କ ନେତୃତ୍ୱରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି…

ବିଜେପି ରେ ମିଶିଲେ ପୂର୍ବତନ ବିଜେଡି ନେତା ତଥା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଭାଇ ପ୍ରଦୀପ ବେହେରା ଓ ଏକାଧିକ ବରିଷ୍ଠ ବିଜେଡି କର୍ମୀ

ଫିରିଙ୍ଗିଆ( ସୁବ୍ରତ କୁମାର ମହାନ୍ତି ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ରେ ଆଜି ବିଜେପିର ନୂତନ ଭାବରେ ଜିଲ୍ଲା ସଭାପତି ଦାୟିତ୍ୱ ନେଇଥିବା ପଣ୍ଡିତ ବିଶମାଝୀ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି l ପ୍ରଥମେ…

error: Content is protected !!