ଭାରତୀୟ ଦଳ ୨୦୨୫ ଇଂଲଣ୍ଡ ଗସ୍ତ କରିବ,ଏ ନେଇ ତାରିଖ ମଧ୍ୟ ଘୋଷଣା ସରିଛି। ଏହି ଗସ୍ତରେ ଇଂଲଣ୍ଡ ବିପକ୍ଷରେ ୫ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ। ଆସନ୍ତା ବର୍ଷ ଜୁନ-ଅଗଷ୍ଟରେ ଏହି ଟେଷ୍ଟ ସିରିଜ ଖେଳାଯିବ। ଏନେଇ ଇଂଲଣ୍ଡ କ୍ରିକେଟ ବୋର୍ଡ…
Author: bnsnewsodisha
ବୋଲେରୋ ଗାଡିକୁ ଧକ୍କା ଦେଲା ଟ୍ରକ : ଡ୍ରାଇଭର ମୃତ,ରୋଗୀ ସମେତ ୩ ଗୁରୁତର
କୋକସରା (ରଞ୍ଜନ କୁମାର ସାହୁ) -: ଆଜି ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟି ଯାଇଛି। କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ନିକଟରେ ରୋଗୀ ନେଇ ଆସୁଥିବା ଏକ ବୋଲେରୋ ଗାଡିକୁ ଏକ…
ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ : ୧୦ ମୃତ୍ୟୁ
ତ୍ରିପୁରା/ଅଗରତାଲା -: ତ୍ରିପୁରା ରାଜଧାନୀ ଅଗରତାଲାରେ ଆଜି ଅଚାନକ ବନ୍ୟା ଏବଂ ଭୂସ୍ଖଳନ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୩୪ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଗତ ୪୮ ଘଣ୍ଟା ଧରି ତ୍ରିପୁରାରେ ପ୍ରବଳ ବର୍ଷା ଲାଗି…
୧୮ରେ ନେଲେ, ଆଜି ଫିଙ୍ଗିଦେଲେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଅର୍ପଣ ଚାଉଳ : ସବୁ ମହଲରେ ନିନ୍ଦା
ପୁରୀ – : ଭକ୍ତଙ୍କ ଭକ୍ତି ଓ ଭାବାବେଗ ସହ ସାଙ୍ଘାତିକ ଖେଳ ଖେଳାଯାଇଛି। ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଅର୍ପଣ ଚାଉଳ। ଲୁଚାଛପାରେ ପୁରୀଠାରୁ ବହୁ ଦୂର ଗୋପ ତହସିଲଠାରୁ ୫ ଶହ ମିଟର ଦୂର ବାୟାକୁଦା ପୋଲ ନିକଟ କେନାଲରେ…
ରାସ୍ତାରେ ଲହଡି ଭାଙ୍ଗୁଛି ପାଣି, ପାନୀୟ ଜଳ ପାଇଁ ଲୋକେ ଡହଳବିକଳ
କୋକସରା (ରଞ୍ଜନ କୁମାର ସାହୁ) -: କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ ମୋଟେର ଗ୍ରାମର ପୁଝାରିପଡାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଜଳ ଯୋଗାଣର ପାଇପ ଲାଇନ ଆଜକୁ ୧୦ ଦିନ ହେବ ଫାଟି ଯାଇଥିବା ବେଳେ ଗ୍ରାମର ମୁଖ୍ୟ ରାସ୍ତାରେ…
ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର
କୋକସରା(ରଞ୍ଜନ କୁମାର ସାହୁ) – ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ…
ସୁପ୍ରିମକୋର୍ଟର ରାୟକୁ ବିରୋଧ କରି ଭାରତ ବନ୍ଦ, ଲୋକେ ହନ୍ତସନ୍ତ
କୋକସରା (ରଞ୍ଜନ କୁମାର ସାହୁ) -: ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ଏସ.ଟି ଏସ.ସି ମାନଙ୍କ ଉପବର୍ଗୀ କରଣ ଓ କ୍ରିମୀ ଲେୟାର ସମ୍ବନ୍ଧୀୟ ରାୟକୁ ପ୍ରତିବାଦ କରି ଆଜି ଏସ.ଟି ଏସ.ସି ଅଧିକାର ସୁରକ୍ଷା ମହାସଙ୍ଘ କଳାହାଣ୍ଡି ଜିଲ୍ଲା ପକ୍ଷରୁ କଳାହାଣ୍ଡି…
କଲମପୁରରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ : ଅଖଚକ ଜାମ
କଲମପୁର(ଗଣେଷ ରାମ ବାଗ୍) : ଅଗଷ୍ଟ ୧ ତାରିଖରେ ଉଚ୍ଚନ୍ୟାୟାଳୟ ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରେ ଥିବା ଆରକ୍ଷଣରେ ବର୍ଗିକରଣ, କ୍ରମିଲୋୟର ବ୍ୟବସ୍ଥାରେ ବର୍ଗିକରଣ ଉପରେ ରାୟ ଦେଇଥିଲେ। ଏହାକୁ ବିରୋଧ କରି ଦେଶବ୍ୟାପୀ ବହୁଜନ ରାଜନୈତିକ ଓ ସାମାଜିକ…
ନିୟମ ମାନୁନାହାନ୍ତି କମ୍ପାନି: ତାଳଚେର, ଅନୁଗୁଳକୁ ପ୍ରଦୂଷଣ ଚିନ୍ତା
ଅନୁଗୁଳ -: ବାୟୁ ପ୍ରଦୂଷଣ ପାଇଁ ରେଡ୍ ଜୋନ୍ରେ ରହିଛି ତାଳଚେର ସହର। କୋଇଲା ଖଣି ଓ କଳକାରଖାନା ପାଇଁ ଏଠାକାର ପାଣିପବନରେ ବିଷ ଭରି ଯାଇଥିଲା ବେଳେ ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଆଉ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଷ୍ଟ୍ରାୟତ୍ତ…
ସୁନ୍ଦରଗଡ଼ରେ ଭାରତ ବନ୍ଦର ମହାପ୍ରଭାବ : ସବୁଠି ତାଲା
ସୁନ୍ଦରଗଡ଼ -: ଅନୁସୂଚିତ ଜାତି ଓ ଜନଜାତିଙ୍କୁ ମିଳୁଥିବା ସଂରକ୍ଷଣରୁ ଲହୁଣି ପରସ୍ତ (କ୍ରିମି ଲେୟାର )ଙ୍କୁ ବାଦ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟର ପ୍ରତିବାଦ କରିଛି ଆଦିବାସୀ ଓ ଦଳିତ ମଞ୍ଚ ସମୂହ। ପ୍ରତିବାଦରେ ସର୍ବ ଭାରତୀୟ ସ୍ତରରେ…
