ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ବିଭାଗ ଛାତ୍ରଙ୍କ କଳାପାଟ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ

ତିଗିରିଆ -: ବଡମ୍ବା ବ୍ଲକ ମାଣିଆବନ୍ଧ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷା ବିଭାଗର ୩୪ ଜଣ ଛାତ୍ର ଆଜି ତିଗିରିଆ ବ୍ଲକ କଳାପାଟ ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ ରେ ଆସିଥିଲେ।ଶିଳ୍ପ ତାଲିମ କେନ୍ଦ୍ର ର ଅଧ୍ୟକ୍ଷା କଲ୍ୟାଣୀ ମହାପାତ୍ର ଙ୍କ…

ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, କୁମାରପୁରକୁ ହରାଇ ଖୋର୍ଦ୍ଧା ସେମିଫାଇନାଲରେ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତ ସ୍ଥିତ ଚବକା କ୍ରିକେଟ ପଡ଼ିଆରେ ଆଜି ପ୍ରଥମ କିରଣ ମେମୋରିଆଲ କ୍ରିକେଟ ଉଦଘାଟିତ ହୋଇଯାଇଛି। ସୋମପଡାର ପୂର୍ବତନ ଖେଳାଳୀଙ୍କୁ ନେଇ ଗଠିତ ଏଲଏସସିଏ କ୍ଳବର ସଦସ୍ୟଙ୍କ ଦ୍ଵାରା ଗଠିତ ଲିଟିଲ ଷ୍ଟାର…

ଲକ୍ଷାଧିକ ଟଙ୍କା ଚଳୁ କଲା ତିଗିରିଆ ବନବିଭାଗ ! ବୃକ୍ଷ ରୋପଣରେ ଚଞ୍ଚକତା

ତିଗିରିଆ:ତିଗିରିଆ ବ୍ଲକ ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ସ୍ଥିତ ବିରିପୁଟ ଗ୍ରାମ ନିକଟରୁ ଭୋଗଡା ପଞ୍ଚାୟତ ସ୍ଥିତ ଭେଜିଆ ଗ୍ରାମ ପର୍ଯ୍ୟନ୍ତ ଥିବା ରାସ୍ତା ର ଉଭୟ ପାର୍ଶ୍ୱରେ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବୃକ୍ଷରୋପଣ କରାଯାଇଛି।କିନ୍ତୁ ବନବିଭାଗ ପକ୍ଷରୁ…

ସମସ୍ୟା ଘେରରେ ନନ୍ଦପୁର ପ୍ରାଥମିକ ବିଦ୍ୟାଳୟ, ୫ଶ୍ରେଣୀକୁ ୨ଶିକ୍ଷକ

ତିଗିରିଆ -: ରାଜ୍ୟବାସୀ ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ବାସଗୃହ ପରି ମୌଳିକ ଆବଶ୍ୟକତା ପୂରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।ଉଭୟ ସରକାର ଙ୍କ ପକ୍ଷରୁ ଶିକ୍ଷା ବ୍ୟବସ୍ଥା…

ଗଦାଧରପୁର କପ କ୍ରିକେଟ, ଜୋରନ୍ଦାକୁ ହରାଇ କୁମାରବସ୍ତ ଫାଇନାଲରେ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ରେ ମା ଭବାନୀ ସ୍ପୋର୍ଟସ ଆନୁକୂଲ୍ୟରେ ଚାଲିଥିବା ୩୨ ତମ ଗଦାଧରପୁର କପ କ୍ରିକେଟ ଟୁର୍ଣ୍ଣାମେଂଟ ର ଆଜିର ଅନ୍ତିମ ସେମିଫାଇନାଲ ମ୍ୟାଚରେ ଜୋରନ୍ଦା କ୍ରିକେଟ…

ତିଗିରିଆ ଥାନା କର୍ମଚାରୀଙ୍କ ମୃତ୍ୟୁରେ ଶୋକର ଛାୟା …

ତିଗିରିଆ : ତିଗିରିଆ ଥାନାରେ କାର୍ଯ୍ୟରତ ଓଏପିଏଫ କର୍ମଚାରୀ ଦେବେନ୍ଦ୍ର କଅଁର (୩୪) ଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ମୃତ୍ୟୁ ହୋଇଯାଇଛି। ଗତ ୧୨ ତାରିଖ ସକାଳେ ଶ୍ରୀ କଅଁରଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ତିଗିରିଆ ଥାନା…

ହକି ବିଶ୍ୱକପରେ ମାସ୍କଟ ଓଲିର ଭୂମିକା ନିର୍ବାହ କରୁଛନ୍ତି ତିଗିରିଆର ଶ୍ରୀଧର

ତିଗିରିଆ -: ରାଜ୍ୟରେ ଚାଲିଥିବା ହକି ବିଶ୍ୱକପ ପ୍ରତିଯୋଗୀତା ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ୱକପ ପ୍ରତିଯୋଗିତାର ବିଭିନ୍ନ ମ୍ୟାଚ ରେ ଦର୍ଶକ ମାନେ ମ୍ୟାଚ ର ମଜା ନେବା ସହ ଓଲି ମାସ୍କଟ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ…

ତୃତୀୟ ପ୍ରଶାନ୍ତ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ବଡମ୍ବା ଚମ୍ପିୟାନ

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ପୁରୁଣାତିଗିରିଆ ପଞ୍ଚାୟତ ସ୍ଥିତ ସନରାଇଜ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ତୃତୀୟ ପ୍ରଶାନ୍ତ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚରେ ନୂଆପାଟଣାର ଛତ୍ରପତି ଶିବାଜୀ କ୍ରିକେଟ ଆସୋସିଏସନକୁ ୫୬ ରନରେ ପରାସ୍ତ…

ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ,ପାଞ୍ଚଗାଁକୁ ହରାଇ ସେମିଫାଇନାଲରେ ଗଣ୍ଡରପୁର …

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡିୟମରେ ଆସୋସିଏସନ ଦିବ୍ୟଜ୍ୟୋତି ଆନୁକୂଲ୍ୟରେ ଚାଲିଥିବା ସପ୍ତମ ପାଞ୍ଚଗାଁ ଫୁଟବଲ ଟୁର୍ଣ୍ଣାମେଂଟର ଆଜିର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟୋଜକ ପାଞ୍ଚଗାଁ ଆଥଲେଟିକ ଆସୋସିଏସନ ଫୁଟବଲ କ୍ଳବକୁ ଟାଇବ୍ରେକର…

ଭାଇକୁ ଛୁରୀରେ ଆକ୍ରମଣ ଓ ଭାଇବୋହୁକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ କୋର୍ଟ ଚାଲାଣ …

ତିଗିରିଆ – ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ସ୍ଥିତ ପରିଡା ସାହିରେ ଭାଇକୁ ଛୁରୀରେ ଆକ୍ରମଣ ଓ ଭାଇବୋହୁକୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇ ଆଜି କୋର୍ଟ ଚାଲାଣ କରାଯାଇଥିବା ତିଗିରିଆ ଥାନା ଆଇଆଇସି ସୁଚିତ୍ରା ଜେନା…

error: Content is protected !!