ନୂଆଦିଲ୍ଲୀ -: ପ୍ରେମର ପରିଭାଷା ଏବେ ବୋଧହୁଏ ବଦଳିଯାଇଛି । ପ୍ରେମ ଏବେ ମନ ବଦଳରେ ଧନରେ ଅଟକି ଯାଇଛି । ଆଧୁନିକତାର ଛାପରେ ବ୍ୟକ୍ତିତ୍ୱର ଏହି ବ୍ୟତିକ୍ରମ ବେଶ ଚିନ୍ତା ଉଦ୍ରେକକାରୀ ହୋଇଥିଲେ ମଧ୍ୟ ସମୟ ସହ ତାଳ ଦେଇ ସବୁ…
Author: bnsnewsodisha
ବର୍ଷା-ଅନୁଭବ କୋର୍ଟରେ ଦାଖଲ କରିବେ ୧୦୦୦୦ ଟଙ୍କା
କଟକ -: ୫ ହଜାର ଟଙ୍କେ ଲେଖାଏ ଗଣିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କର ସ୍ବାମୀ ସାଂସଦ ଅନୁଭବ ମହାନ୍ତି। ପରିବାର ଅଦାଲତ ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ବିଳମ୍ବ କରିଥିବାରୁ ଉଭୟ ବର୍ଷା ଓ ଅନୁଭବ…
ଏହି ଗେମ୍ ଖେଳୁଛନ୍ତି କି ! ସାବଧାନ୍ ହରାଇବେ ଦୃଷ୍ଟି ଶକ୍ତି
ଆମର ମନୋରଞ୍ଜନ ପାଇଁ ବିଜ୍ଞାନର ଅବଦାନ ଅନେକ ରହିଛି। ଏଥି ସହିତ ମୋବାଇଲ୍ ଫୋନ୍ ଆସିଲା ପରଠୁଁ ମନୋରଞ୍ଜନର ପରିସର ଆହୁରି ବ୍ୟାପକ ହୋଇଯାଇଛି। ବିଶେଷ କରି ବିଭିନ୍ନ ପ୍ରକାର ଭିଡିଓ ଗେମ୍ ହିଁ ତାହାକୁ ପରିପୁଷ୍ଟ କରିଛି। ଜଣେ କଳ୍ପନା…
ଦୁଇ ମାଓବାଦୀଙ୍କ ବିବାହ କରାଇଲେ ପୋଲିସ୍ …
ନୂଆପଡ଼ା -: ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ଜିଉଁଛନ୍ତି ମାଓବାଦୀ। ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କୁ ବିବାହ କରାଇଛି ନୂଆପଡ଼ା ପୋଲିସ୍। ନୂଆପଡା ଜିଲା ସିନାପାଲି ବ୍ଲକ କନ୍ଦେନଝରେନ ଗାଁର ମାଧୁରୀ କମାର…
ପୁଅର ଜୀବନ ପାଇଁ ବାଘ ସହ ଲଢିଲା ମା
ବାଘ ସହ ଲଢ଼େଇ କରି ତା’ ଜାବରୁ ନିଜ ୧୫ ମାସର ପୁଅକୁ ରକ୍ଷା କରି ମଧ୍ୟପ୍ରଦେଶର ଜଣେ ୨୫ ବର୍ଷୀୟ ମହିଳା ଅସାଧାରଣ ସାହସ ପ୍ରଦର୍ଶନ କରିଛନ୍ତି। ରବିବାର ସକାଳେ ଉମରିଆ ଜିଲ୍ଲା ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାଳା…
ଆଈର ମୃତ୍ୟୁ ପରେ ନାତିର ଜୀବନ ଗଲା
ପାଟଣାଗଡ଼ -: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ଗତ ରାତିରେ ଆଈଙ୍କର ମୃତ୍ୟୁ ଘଟିଥିବା ବେଳେ ସୋମବାର ନାବାଳକ ନାତିର ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ,…
ନିର୍ମାଣ ହେଉଛି, ‘ଚୁମ୍କି- ସେତ ପାଣିରେ ବୁଡ଼ିବ ନାହିଁ କି’
ସଙ୍ଗୀତଜ୍ଞ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଏଇ ଗୀତଟି ଅନେକ ଶ୍ରୋତାଙ୍କ ଭିତରେ ଆଦୃତ ହେଇଛି। ଏବେ ଏଇ ଗୀତର ମୁଖୁଡ଼ାକୁ ନେଇ ନିର୍ମାଣ ହେଇଛି ଏକ ଚଳଚ୍ଚିତ୍ର, ଯାହାର ଶୀର୍ଷକ ରହିଛି ‘ଚୁମ୍କି- ସେତ ପାଣିରେ ବୁଡ଼ିବ ନାହିଁ କି’। ଏହା…
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିକେନ ପିଠା …
ଆବଶ୍ୟକ ସାମଗ୍ରୀ ବୋନଲେସ ଚିକେନ, ଲୁଣ, ହଳଦି, ଲଙ୍କା ଗୁଣ୍ଡ, ଅରୁଆ ଚାଉଳ, ତେଲ, ଗୋଟା ଗରମ ମସଲା, ତେଜପତ୍ର, ଅଦା, ରସୁଣ, ପିଆଜ ପେଷ୍ଟ, ଗରମ ମସଲା ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ବଜାରରୁ ବୋନଲେସ ଚିକେନ ଆଣି ତାକୁ ଧୋଇ…
ଯଦି ଜନ୍ମରୁ ରହିଥାଏ ଏଭଳି ଲକ୍ଷଣ, ତେବେ ଏପରି ଝିଅ ହୋଇଥାନ୍ତି ଭାଗ୍ୟଶାଳୀ
ଜ୍ୟୋତିଷ ଶାସ୍ତ୍ରରେ ଯେମିତି ଜାତକ ଦେଖି ଲୋକଙ୍କ ଭବିଷ୍ୟତ ବିଷୟରେ କୁହାଯାଏ, ସେହିଭଳି ସାମୁଦ୍ରିକ ଶାସ୍ତ୍ରରେ ଲୋକଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଆଧାରରେ ତାଙ୍କ ଆଚାର ଓ ବ୍ୟବହାର ବିଷୟରେ ଜଣାପଡ଼େ। ସାମୁଦ୍ରିକ ଶାସ୍ତ୍ର ରଚନା ବହୁ ଯୁଗ ତଳେ…
ଇଡି, ସିବିଆଇ ଅଧିକାରୀଙ୍କୁ ଧମକ ଦେଲେ ମମତା ବାନାର୍ଜୀ …
କୋଲକାତା -: ଗତ କିଛି ଦିନ ହେଲା ନିଜ ମନ୍ତ୍ରୀମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ…
