ବେଳେ ବେଳେ ଖରାପ ନେଟ୍ଓ୍ଵାର୍କ ଯୋଗୁ କଲ କରିବାରେ ବହୁତ ଅସୁବିଧା ସୃଷ୍ଟି ହୋଇଥାଏ । ଏଥିପାଇଁ ବହୁବାର କଲ ଡ୍ରପ ହୋଇଯାଇଥାଏ । ହେଲେ ଏହି ଅସୁବିଧାକୁ ଦୂର କରାଯାଇ ପାରିବ । ଏଥିପାଇଁ ଆପଣଙ୍କୁ ଫୋନରେ ଓ୍ଵାଇ ଫାଇ…
Category: ଅଧିକ
ଜୁଲାଇ ୧୧ ସୋମବାର, ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଜୁଲାଇ ୧୧ ତାରିଖ, ସୋମବାର, ମିଥୁନ ୨୭ ଦିନ, ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦି.ଘ.୧୧.୧୫ମି, ଅନୁରାଧା ନକ୍ଷତ୍ର ଦି.ଘ.୮.୨୨ମି., ବିଚ୍ଛା ଚନ୍ଦ୍ର ଅହୋରାତ୍ର ।ପର୍ବପର୍ବାଣି- ଶ୍ରୀଜିଉଙ୍କ ଅଧରପଣା ନୀତି ମେଷ- ଆଜି ଆପଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ ଓ…
ଗୁଗଲ ମ୍ୟାପ ଧରାଇଦେବ ଆପଣଙ୍କ ଗାଡ଼ି କେଉଁଠି ପାର୍କିଂ ହୋଇଛି
କାର ହେଉ ଅବା ବାଇକ ହେଉ କିମ୍ବା ଇଲେକଟ୍ରିକ ଭେଇକିଲ ଏସବୁ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ଭଲ ଅପସନ ହୋଇଥାଏ। ବିଶେଷ କରି ବର୍ଷା ଦିନରେ ଲଙ୍ଗ ଡ୍ରାଇଭରେ ଯିବା ପାଇଁ ହେଲେ ଏହିସବୁ ୍ରଅପସନ ବେଷ୍ଟ ହୋଇଥାଏ। କିନ୍ତୁ…
ଜୁଲାଇ ୧୦ ରବିବାର, ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଜୁଲାଇ ୧୦ ତାରିଖ, ରବିବାର, ମିଥୁନ ୨୬ ଦିନ, ଆଷାଢ଼ ଶୁକ୍ଳ ଏକାଦଶୀ ଦି. ଘ.୨.୧୫ମି, ବିଶାଖା ନକ୍ଷତ୍ର ଦି.ଘ.୧୦.୨୮ମି., ବିଚ୍ଛା ଚନ୍ଦ୍ର ଅହୋରାତ୍ର । ପର୍ବପର୍ବାଣି- ସର୍ବସମ୍ମତ ହରିଶୟନ (ବଡ଼ ) ଏକାଦଶୀ, ରବିନାରାୟଣ ବ୍ରତ, ଶ୍ରୀଜିଉଙ୍କ ରଥ…
ଆପଣ ଚା ପିଉଥିଲେ ସାବଧାନ୍, ପରିବେଶବିତଙ୍କ କଥା ଶୁଣିଲେ ଅପଣଙ୍କ ପାଦ ତଳୁ ମାଟିଖସିଯିବ
ଭୁବନେଶ୍ୱର -: ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି | କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି | ଆପଣଙ୍କ ଘରେ…
ଆଜି ବାହୁଡ଼ିବେ ମହାପ୍ରଭୁ; ୧୨ଟାରେ ପହଣ୍ଡି, ୪ଟାରେ ରଥଟଣା
ପୁରୀ -: ଆଜି ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ। ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ। ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ…
ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପିତ
ଆଠଗଡ଼(ସର୍ବେଶ୍ୱର ପଣ୍ଡା)-:ଶ୍ରୀଜଗନ୍ନାଥ ସେବାସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଆଠଦିନ ବ୍ୟାପି ୪୧ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଉଦଯାପନ ଦିବସ।ବିଶିଷ୍ଟ ଗୀତିକାର ରାଧାନାଥ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଭଜନ ସମାରୋହରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ୱାଇଁ ମୁଖ୍ୟଅତିଥି, ଆଠଗଡ଼ ବନଖଣ୍ଡ ଅଧିକାରୀ…
ଜୁଲାଇ ୯ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ଆଜି ଜୁଲାଇ ୯ ତାରିଖ, ଶନିବାର, ମିଥୁନ ୨୫ ଦିନ, ଆଷାଢ଼ ଶୁକ୍ଳ ଦଶମୀ ଦି. ଘ.୩.୩୫ମି, ସ୍ୱାତୀ ନକ୍ଷତ୍ର, ଦି.ଘ.୧୧.୫୮, ତୁଳା ଚନ୍ଦ୍ର ନି.ଘ.୪.୫୨ମି. ପର୍ବପର୍ବାଣି- ଶ୍ରୀକ୍ଷେତ୍ରରେ ବାହୁଡ଼ା ରଥଯାତ୍ରା ମେଷ- ଆଜି ଆପଣଙ୍କ ରାଶିରେ ନୂତନ କର୍ମକ୍ଷେତ୍ର, ଅର୍ଥ…
ଘରେ ବନାନ୍ତୁ ‘ଅଣ୍ଡା ମସଲା ଫ୍ରାଏ’, ଫାଇଭ ଷ୍ଟାର ହୋଟେଲର ସ୍ୱାଦ ଆପଣଙ୍କ ପାଖରେ : କେମିତି ବନାଇବେ ଆସନ୍ତୁ ଜାଣିବା
ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଲୋକମାନେ ଅଣ୍ଡାକୁ ବ୍ରେକଫାଷ୍ଟରେ ଖାଇବାକୁ ପସନ୍ଦ କରନ୍ତି । ଆଉ ଏହି କାରଣରୁ ସିଝା ଅଣ୍ଡା, ଅଣ୍ଡା ଆମଲେଟ କିମ୍ବା ଅଣ୍ଡା ଭୁଜିଆ ଆକାରରେ ଖାଇଥାନ୍ତି । ଅଣ୍ଡାକୁ ତରକାରୀ କରି ଖାଉଥିବାର ଖୁବ କମ ଦେଖାଯାଏ…
ହନୁମାନ ଚାଳିଶା ପଢିବାରୁ ଜୋରିମାନା ଲଗାଇଲା ଏହି ଘରୋଇ ବିଶ୍ୱବିଦ୍ୟାଳୟ …
ଇନ୍ଦୋର -: ମଧ୍ୟପ୍ରଦେଶର ଏକ ଘରୋଇ ବିଶ୍ୱବିଦ୍ୟାଳୟ (ଭିଆଇଟି ଭୋପାଳ)ରେ ହନୁମାନ ଚାଳିଶା ପଢ଼ିଥିବାରୁ ୭ ଜଣ ଛାତ୍ରଙ୍କ ଉପରେ ୫୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଯାଇଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ ଯାଞ୍ଚ…
