ବ୍ରହ୍ମଗିରି -: ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜୀଉ । ସେବାରେ ଲାଗିଛନ୍ତି ଶ୍ରୀଅଙ୍ଗ ସୁରକ୍ଷାରେ ଥିବା ଦଇତାପତି । ଆଜି ଫୁଲୁରୀ ତେଲ ଲାଗିହେବ । ଅଣସର ଘରେ ଚାଲିଛି ଗୁପ୍ତ ସେବା । ମହାପ୍ରଭୁ କିପରି…
Category: ଅଧିକ
ପିତୃ ଦୋଷ ପାଇଁ ଆପଣଙ୍କ କ୍ୟାରିୟରରେ ପ୍ରଭାବ ପଡୁଛି କି ? ଆପଣାନ୍ତୁ ଏହି ଉପାୟ ନିଶ୍ଚୟ ପାଇବେ ସଫଳତା
ପ୍ରତି ବ୍ୟକ୍ତି ନିଜ କ୍ୟାରିଅରକୁ ନେଇ ସର୍ବଦା ସଚେତନ ଥାଆନ୍ତି | ତେବେ କିଛି ଦୋଷ କାରଣ ରୁ ଏଥିରେ ପ୍ରଗତି ଆସିନଥାଏ | ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ପୂର୍ବଜଙ୍କ କର୍ମ ଆମ ଉପରେ ପ୍ରଭାବ ପକାଇଥାଏ | ଯଦି…
ଜୁନ୍ ୧୯ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ : ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ। ବୃଷ : ପୂଜାପାଠରେ…
ଶୋଷିଲା ଅହିରାଜକୁ ପାଣି ପିଆଇ ମାନବିକତା ଦେଖାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ
ଡହ ଡହ ଖରାରେ ଗୋଟେ ଗ୍ଲାସ ଥଣ୍ଡା ପାଣି କୌଣସି ଅମୃତ ଠାରୁ କମ ହୋଇନଥାଏ । ବୁଦ୍ଧିଆ ମଣିଷମାନେ ସିନା ଶୋଷ ଲାଗିଲେ ନିଜେ କିଣି କିମ୍ବା କେଉଁଠୁ ମାଗି ପାଣି ଟିକେ ପିଇ ନିଜ ଶୋଷ ମେଂଟାଇପାରେ ।…
ଗୁଆର ଏପରି ଭାବରେ କରନ୍ତୁ ବ୍ୟବହାର, ମା ଲକ୍ଷ୍ମୀ ହେବେ ସନ୍ତୁଷ୍ଟ … ହୋଇବ ଧନର ବର୍ଷା
ଗୁଆକୁ ସାଧାରଣ ଭାବେ କିଛି ଲୋକ ପାନରେ ଖାଇଥାନ୍ତି। ସେପରି ପୂୂଜା ପାଠରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ତେବେ ପୂଜାରେ ବ୍ୟବହାର ହେଉଥିବା ଏହି ସବୁ ଗୁଆର ଆକାର ଛୋଟ ହୋଇଥାଏ। ତେବେ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ…
ଏହି ୩ଟି ଚାଣକ୍ୟ ବାଣୀ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ନହେଲେ ଧନୀ ବି ହୋଇଯିବେ କାଙ୍ଗାଳ
ଚାଣକ୍ୟ ଏପରି କିଛି କଥା କହିଛନ୍ତି ଯାହାକୁ ଜୀବନରେ ପ୍ରୟୋଗ କଲେ ମନୁଷ୍ୟ କେବେ ବି ଅସୁବିଧାରେ ପଡ଼ିବ ନାହିଁ । ଅର୍ଥ ବ୍ୟକ୍ତିର ଆବଶ୍ୟକତା ପାଇଁ ବଡ଼ ହୋଇପାରେ । ହେଲେ ଏମିତି ୩ ଟି ଜିନିଷ ବିଷୟରେ ଚାଣକ୍ୟ…
ଜୁନ୍ ୧୩ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।…
ବସି ଖାଇଦେଲେ … ମୋ କବିତା
ବିଦ୍ୟାଧର ମଲ୍ଲିକ ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକନ ଜାଣନ୍ତି ଛନ୍ଦ, ମନ୍ଦସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳଜିନ୍ଦଲ ଦେଖାଏ ଚାନ୍ଦ।ଦେଇ ଚୋରାଳିଶ ଭରିଦେଲା ବିଷକରିଲାଣି କରାୟତଜମି,ଭୂମି,ପାନ- ଵରଜ ନେଲାଣିନୁହନ୍ତି ବ୍ୟସ୍ତ ବିବ୍ରତ।ବସିଖାଇଦେଲେ ଟଙ୍କା ସରିଯିବଅନାହାରେ ଯିବେ ମରିଚାକିରୀ କିଏସେ କାହାକୁ ଦେଉଛିବଢ଼ି…
ଏଥର ରଜ ହେବ ପୂରା ରଙ୍ଗୀନ, ୨ବର୍ଷର କଟକଣାର ଅବସାନ ପରେ ପ୍ରକୃତୀ ରାଣୀ ରଜ ପାଗ ଆରମ୍ଭ କରିଦେଇଛି
ପୁଣି ଥରେ ପୋଡ଼ ପିଠା ମହକରେ ମହମହ ବାସିବ ସହର। ପାନର ଲାଲ୍ପଣ ଜିଭ ଓ ଓଠରେ ଝଲସିବ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ନହେଲା ନାହିଁ, ଟେପ୍ ରେକର୍ଡରୁ ଭାସି ଆସିବ ପାରମ୍ପରିକ ‘ବନସ୍ତେ ଡାକିଲା ଗଜ.. ବରଷକେ…
ଜୁନ୍ ୧୨ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ -: ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ…