ଜୁନ୍ ୧୩ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ବୃଷ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।…

ବସି ଖାଇଦେଲେ … ମୋ କବିତା

ବିଦ୍ୟାଧର ମଲ୍ଲିକ ଅତି ଶାନ୍ତ,ଶିଷ୍ଟ ମୋ ଗାଆଁ ଲୋକନ ଜାଣନ୍ତି ଛନ୍ଦ, ମନ୍ଦସ୍ୱଭାବେ ସରଳ ଅତ୍ୟନ୍ତ ନିର୍ମଳଜିନ୍ଦଲ ଦେଖାଏ ଚାନ୍ଦ।ଦେଇ ଚୋରାଳିଶ ଭରିଦେଲା ବିଷକରିଲାଣି କରାୟତଜମି,ଭୂମି,ପାନ- ଵରଜ ନେଲାଣିନୁହନ୍ତି ବ୍ୟସ୍ତ ବିବ୍ରତ।ବସିଖାଇଦେଲେ ଟଙ୍କା ସରିଯିବଅନାହାରେ ଯିବେ ମରିଚାକିରୀ କିଏସେ କାହାକୁ ଦେଉଛିବଢ଼ି…

ଏଥର ରଜ ହେବ ପୂରା ରଙ୍ଗୀନ, ୨ବର୍ଷର କଟକଣାର ଅବସାନ ପରେ ପ୍ରକୃତୀ ରାଣୀ ରଜ ପାଗ ଆରମ୍ଭ କରିଦେଇଛି

ପୁଣି ଥରେ ପୋଡ଼ ପିଠା ମହକରେ ମହମହ ବାସିବ ସହର। ପାନର ଲାଲ୍‌ପଣ ଜିଭ ଓ ଓଠରେ ଝଲସିବ। ଦୋଳିରେ କୁଆଁରୀ ଝୁଲିବେ। ସମବେତ ସ୍ବରରେ ନହେଲା ନାହିଁ, ଟେପ୍‌ ରେକର୍ଡରୁ ଭାସି ଆସିବ ପାରମ୍ପରିକ ‘ବନସ୍ତେ ଡାକିଲା ଗଜ.. ବରଷକେ…

ଜୁନ୍ ୧୨ ରବିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ -: ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ…

ପରିବାରରେ କାହାର ମୃତ୍ୟୁ ଘଟିଲେ ଏସବୁ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ହେବ ଏଭଳି ସମସ୍ୟା

ଯେତେବେଳେ ଘରେ କାହାର ମୃତ୍ୟୁ ଘଟେ, ସେତେବେଳେ ୧୩ ଦିନ ଯାଏଁ ଗରୁଡ଼ ପୁରାଣ ପାଠ ରଖାଯାଏ। ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଆତ୍ମା ତୁରନ୍ତ ପୁନର୍ଜନ୍ମ ନେଇଥାନ୍ତି। କାହାକୁ ୩ ଦିନ ଲାଗେ ତ ଆଉ କାହାକୁ ୧୦ରୁ ୧୩ ଦିନ…

ଯୋଗିନୀ ଏକାଦଶୀ ବ୍ରତ କରନ୍ତୁ , ଆସନ୍ତୁ ଜାଣିବା ଏହି ବ୍ରତର ମାହାତ୍ମ୍ୟ

ଯୋଗିନୀ ଏକାଦଶୀ ଶୁଭ ମୁହୂର୍ତ୍ତ ଯୋଗିନୀ ଏକାଦଶୀ ଶୁକ୍ରବାର ୨୪ ଜୁନ୍‌କୁ ପଡୁଛି। ଏକାଦଶୀ ବ୍ରତ ଆରମ୍ଭ ୨୩ ଜୁନ୍‌ ରାତି ୯ଟା ୪୧ ମିନିଟରୁ କରିବାକୁ ହେବ। ଯାହା ୨୪ ଜୁନ୍‌ ରାତି ୧୧ଟା ବାଜି ୧୨ ମିନିଟରେ ସମାପ୍ତ…

ଜୁନ୍ ୧୧ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଉନ୍ନତି ପାଇଁ ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ। ବୃଷ: ବାଲ୍ୟବନ୍ଧୁଙ୍କ ଠାରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ…

ଫେସ୍‌ବୁକ୍ ଇନଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କୁ ବଡ ବିପଦ, ସତର୍କ ରୁହନ୍ତୁ ନହେଲେ ଆପଣ ବି ଶିକାର ହେବେ ଏଭଳି ହ୍ୟାକରଙ୍କ ଦ୍ୱାରା

ଜଗତସିଂହପୁର -: ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ବ୍ୟବହାରକାରୀ ଯେତେ ସତର୍କ ହେଉଛନ୍ତି ସାଇବର ଅପରାଧୀମାନେ ସେତିକି ପ୍ରଭାବୀ ଢଙ୍ଗରେ ଅପରାଧ ଘଟାଇବା ଆରମ୍ଭ କଲେଣି। ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଗୋଟିଏ ପଟେ ପୁଲିସ ଭିଡିଓ ଏବଂ ମେସେଜ୍…

ଜୁନ୍ ୧୦ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ଆପଣଙ୍କର ସ୍ବଭାବ ଆଖପାଖର ବାତାବରଣକୁ ମଜାଦାର କରିବେ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ: ମନ୍ଦିରକୁ ଯାଆନ୍ତୁ, ମନରେ ଆଶା ସଞ୍ଚାର ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ଼…

ଆପଣ ବାଟରେ ଗଲାବେଳେ କାଉ ଦେଖୁଛନ୍ତି କି ? ଜାଣନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର : ଶୁଭ ଓ ଅଶୁଭ

ଜ୍ୟୋତିଷ ଶାସ୍ତ୍ରରେ କୁଆକୁ ଏକ ପକ୍ଷୀ ଭାବେ ଦେଖାଯାଇଥାଏ । ଆପଣଙ୍କ ପାଇଁ ଆଗକୁ ଘଟିବାକୁ ଥିବା ସମସ୍ୟା ସମ୍ପର୍କରେ କୁଆଙ୍କ ଠାରୁ ମଧ୍ୟ ଜଣା ଯାଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ, କୁଆକୁ ଯମ ଦୂତ ବୋଲି କୁହାଯାଇଥାଏ ।…

error: Content is protected !!