ପରଲୋକରେ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଟି. ରାମା ରାଓ

ଚେନ୍ନାଇ -: ଗତରାତିରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଚେନ୍ନାଇରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ବୟସାଧିକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…

ବିବାଦରେ ବଲିଉଡ୍ ଷ୍ଟାର ଅଜୟ ଦେବଗନ

ମୁମ୍ବାଇ -: ଏବେ ନିଜ ଫିଲ୍ମ ‘ରନୱେ ୩୪’କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗନ । ଫିଲ୍ମ ‘ଆରଆରଆର’ର ସଫଳତା ପରେ ଏହି ମାସ ଶେଷରେ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ‘ରନୱେ ୩୪’ । ଏହି ଫିଲ୍ମରେ…

ଦାମୀ ଶାଢୀ ବି ଖୁବ୍ କମ ଦରରେ, ଆପଣଙ୍କ ପାଇଁ ସୁବର୍ଣ୍ଣ ଅଫର …

ଭୁବନେଶ୍ୱର : ଶାଢ଼ିକୁ ବି ସୁନା ପରି ବ୍ୟବହାର ପରେ ବିକ୍ରି କରାଯାଇପାରିବ । ପୁରୁଣା ଶାଢ଼ିରୁ ମନ ପୂରିଗଲେ ତାହାକୁ ବିକି ଦେଇ ନିଜ ଆଲମିରା ପାଇଁ ଆଣିପାରିିବେ ଆପଣଙ୍କ ମନ ପସନ୍ଦର ଶାଢ଼ି । ଏଭଳି ଏକ ସୁବର୍ଣ୍ଣ…

ବିଶ୍ୱ ପାଳୁଛି ବିଶ୍ୱ ଐତିହ୍ୟ ଦିବସ, ଓଡିଶାର ରାଜଧାନୀରେ ଐତିହ୍ୟ ପୁଷ୍କରିଣୀ ଅବହେଳିତ

ଭୁବନେଶ୍ୱର -: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖରେ ପାଳନ ହେଉଛି ବିଶ୍ୱ ଐତିହ୍ୟ ଦିବସ । ସଭା ସମିତି ଭାଷଣବାଜିରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି । ହେଲେ ଐହିହ୍ୟସ୍ଥଳ ଓ ଐତିହ୍ୟ ପୁଷ୍କରିଣୀର ସୁରକ୍ଷା ତଥା ସଂରକ୍ଷଣ ଦିଗରେ ସେତେଟା…

୮୦ ଟଙ୍କା ମଜୁରିରେ କାମ କରୁଥିବା ଗାଇ ଚରାଳି ଆଜି କୋଟିପତି …

ଗାଈ ଚରାଳିରୁ କୋଟିପତି । ଦିନେ ଋଣ ଶୁଝିବାକୁ ସମସ୍ତ ଜମିବାଡ଼ି ବିକିବାକୁ ପଡିଥିଲା । ମାସକୁ ମାତ୍ର ୮୦ ଟଙ୍କା ମଜୁରିରେ ଗାଈ ଚରାଉଥିଲେ । ହେଲେ ଆଜି ସେ କୋଟିପତି । ମାସକୁ ହଜାରେ କି ୨ହଜାର ନୁହେଁ…

ଆକାଶରେ ଦେଖାଦେବ ଗୋଲାପୀ ଚନ୍ଦ୍ର, କେବେ ଓ କାହିଁକି ଦେଖାଦେବ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ -: ଶନିବାର ଅର୍ଥାତ ୨୦୨୨ ଏପ୍ରିଲ ୧୬ ରେ ପୂର୍ଣ୍ଣ ଗୋଲାପୀ ଚନ୍ଦ୍ର ଦେଖିବାକୁ ମିଳିବ । ଏହି ସମୟରେ ଗୋଲପ ଫୁଲ ବହୁତ ଫୁଟିଥାଏ । ତେଣୁ ଏହାକୁ ଏପ୍ରିଲର ଫୁଲ କିମ୍ବା ଫିଙ୍କ ମୁନ ବୋଲି କୁହାଯାଇଥାଏ…

ରୁକୁଣା ରଥଯାତ୍ରାରେ ଅଘଟଣ, ଦବିଲା ରାସ୍ତା ଭାଙ୍ଗିଲା ଚକ

ଭୁବନେଶ୍ୱର -: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିନାହିଁ । ଆଜି ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲେ ହେଁ ରଥ ବଡ଼ଶଙ୍ଖ ନିକଟରେ ଅଟକିଥିଲା । ରାସ୍ତା ଦବିଯିବାରୁ ଗୋଟିଏ ପଟକୁ…

ବିବାହ ପୂର୍ବରୁ ଝଟକା ଦେଲେ ଆଇଏଏସ ଟିନା ଓ ତାଙ୍କ ଭାବି ସ୍ୱାମୀ

ନୂଆଦିଲ୍ଲୀ -: ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବେ । ତେବେ ବିବାହ ପୂର୍ବରୁ ଦୁହେଁ ବଡ଼ ନିଷ୍ପତ୍ତି…

ଆଜି ବି ଆମେ ଝୁରୁଛେ ରାମ ରାଜ୍ୟକୁ, ଆଜି ରାମନବମୀ

ଆଜି ପବିତ୍ର ଚୈତ୍ର ଶୁକ୍ଳ ନବମୀ ତିଥୀ । ଏହି ଦିନ ସମଗ୍ର ମାନବଜାତି ପାଇଁ ଏକ ଅତି ମହତ୍ୱପୂର୍ଣ୍ଣ ଦିନ । ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଧରାବତରଣ ସହିତ ଧରଣୀମାତା ଧନ୍ୟ ହୋଇଥିଲା ଆଜିର ତିଥିରେ । ଏ ଘଟଣାତ କେଉଁ…

ଏପ୍ରିଲ ୭ ଗୁରୁବାର ରାଶିଫଳ

ଜ୍ୟୋର୍ତିବିଦ୍‌ – ଆଶୁତୋଷ ପାଣିଗ୍ରାହୀ, ବରଗଡ଼, ମୋ – ୯୯୩୮୦୪୮୩୦୦ ଆଜିର ପର୍ବପର୍ବାଣୀ – ଶ୍ରୀମନ୍ଦିରରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଚୈତ୍ର ଷଷ୍ଠିମିଥୁନ, କନ୍ୟା, ତୁଳା, ବିଚ୍ଛା,କୁମ୍ଭ , ଦିନ ୯.୪୫ମି. ପରେ କର୍କଟ ବିଛା ମିନ…

error: Content is protected !!