ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚୈତ୍ର ମାସର ଆରମ୍ଭ ହୋଇ ସାରିଛି । ଚୈତ୍ର ମାସରେ ମୁଖ୍ୟ ପର୍ବ ହେଉଛି ଚୈତ୍ର ନବରାତ୍ରୀ । ଏହାକୁ ସାରା ଦେଶରେ ଧୂମଧାମ ସହ ବେଶ ନୀତିନିୟମରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର…
Category: ଅଧିକ
ମାର୍ଚ୍ଚ ୨୭ ରବିବାର ରାଶିଫଳ – ଏହି ରାଶିଧାରୀଙ୍କ ଭାଗ୍ୟରେ ଧନର ବର୍ଷା ହେବ
ମେଷ -: ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖକର ହେବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ । ବୃଷ -: ସୁଖ-ସମ୍ମାନ ଲାଭ…
ମାର୍ଚ୍ଚ ୨୬ ଶନିବାର ରାଶିଫଳ – ଏହି ରାଶିଧାରୀଙ୍କର ଅଷ୍ଟମରେ ଚନ୍ଦ୍ର ସତର୍କ ରୁହନ୍ତୁ
ମେଷ -: ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ । ଶାରୀରିକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ । ବୃଷ -: ବନ୍ଧୁ ମିଳନରେ…
ପୁରା ସିନେମା ହଲ ବୁକ୍ କଲେ ପାକିସ୍ତାନୀ ଅଭିନେତା, ‘ଗଙ୍ଗୁବାଇ କାଠିଆବାଡ଼ି’ରେ କଣ ଏମିତି ଅଛି …
ମୁମ୍ବାଇ -: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗାଙ୍ଗୁବାଇ କାଠିଆବାଡ଼ି’ ସୁପରହିଟ ସାବ୍ୟସ୍ତ ହୋଇଛି । ପରଦାରେ ମୁମ୍ବାଇର ମାଫିଆ ରାଣୀ ଭୂମିକାରେ ଅଭିନୟ କରି ଆଲିଆ ଅଭିନୟରେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି । ଆଲିଆଙ୍କ ଅଭିନୟ ଦର୍ଶକଙ୍କୁ…
ଧଉଳି-କଳିଙ୍ଗ ମହୋତ୍ସବ: ରଣକ୍ଷେତ୍ର ପାଲଟିଲା କଳାମଣ୍ଡପ …
ଭୁବନେଶ୍ୱର -: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଶାନ୍ତିସ୍ତୂପ ପାଦଦେଶରେ ଦୀର୍ଘ ୩ଦିନ ଧରି ଚାଲିଥିବା ୧୮ତମ ଧଉଳି- କଳିଙ୍ଗ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟାର…
ଇତିହାସ ରଚିଲା ଏହି ଚଳଚିତ୍ର, ରିଲିଜ୍ ପୂର୍ବରୁ ୮୦୦ କୋଟି ଲାଭ
ମୁମ୍ବାଇ: ମାର୍ଚ୍ଚ ୨୫ ତାରିଖ ରିଲିଜ୍ ହେବାରୁ ଯାଉଥିବା ‘ଆରଆରଆ’ର୍ ଚଳଚ୍ଚିତ୍ରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାୟ ୫୫୦ କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକମାନେ କେତେ ଉତ୍ସାହିତ ତାହା ଏଥିରୁ ଜଣା ପଡୁଛି…
ମାର୍ଚ୍ଚ ୨୫ ଶୁକ୍ରବାର ରାଶିଫଳ – ଏହି ରାଶିଧାରୀଙ୍କର ଧନ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ
ମେଷ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । ସନ୍ତାନଠୁଁ ଖୁସି ଖବର ପାଇବେ । ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ । ବୃଷ: ସ୍ଥଗିତ କାମ ସଂପୂର୍ଣ୍ଣ ହୋଇଯିବ । ସରକାରୀ ଚାକିରିଆଙ୍କ କାମରେ…
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ମୈାନୀ ରୟ ଏମିତି ଭାବରେ ଜନ୍ମ ଦିନ ଶୁଭେଚ୍ଛା ଜଣାଇଲେ ଯେ ସେସିଆଲ ମିଡିଆରେ ଏବେ ନିଆଁ
ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ନିଆରା ଢଙ୍ଗରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଟେଲିଭିଜନ ଅଭିନେତ୍ରୀ ମୈାନୀ ରୟ । ‘କିଉଁକି ଶାଶ୍ ଭି କଭି ବୋହୂ ଥୀ’ ଧାରାବାହିକରେ ମୈାନୀ ଓ ସ୍ମୃତି ଏକତ୍ର କାମ କରିଥିବା ବେଳେ ସେମାନଙ୍କ ବନ୍ଧୁତ୍ୱ…
ମାର୍ଚ୍ଚ ୨୩ ବୁଧବାରର ରାଶିଫଳ – ଏହି ରାଶିଧାରୀଙ୍କର ଧନ ଲାଭ, ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ
ମେଷ -ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଆର୍ôଥକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ ଓ ତେଜସ୍ୱୀ ହେବେ । ବୃଷ – ଦାନଶୀଳ…
