ଓଡ଼ିଶା ଜୁଡିସିଆଲ୍ ଏକାଡେମି ନାଁରେ ବି ଲୁଟ୍ …

କଟକ -: କେବଳ ଓଡ଼ିଶା ହାଇକୋର୍ଟ ନୁହେଁ, ଓଡ଼ିଶା ଜୁଡିସିଆଲ୍ ଏକାଡେମିରେ ବି ଚାକିରି କରାଇଦେବାର ଲୋଭ ଦେଖାଇ ଟଙ୍କା ଠକେଇ ହୋଇଛି। ସଙ୍ଗୀତା ପଣ୍ଡା ନାମକ ଜଣେ ମହିଳାଙ୍କୁ ଜୁଡିସିଆଲ୍ ଏକାଡେମିରେ ଲାଇବ୍ରେରି ଆସିଷ୍ଟାଣ୍ଟ(କ୍ୟାଡର୍-୩ ଗ୍ରୁପ୍‌) ଚାକିରି ଦେବାକୁ କହି…

ବାରବାଟିରେ ସିରିଜ୍ ଜିତିବା ନେଇ କ’ଣ କହିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଆସନ୍ତୁ ଜାଣିବା

କଟକ -: ଗତ ମ୍ୟାଚ୍‌ରେ ଆମ୍ ବୋଲିଂ ୟୁନିଟ୍ ଭଲ କରିପାରିନଥିଲା । କିନ୍ତୁ ଆସନ୍ତାକାଲିର ମ୍ୟାଚ୍‌ରେ ଆମେ ଭଲ କରିବାକୁ ଚେଷ୍ଟା କରିବୁ । ବ୍ୟାଟ୍ସମ୍ୟାନ୍ ମଧ୍ୟ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିବେ ଏବଂ ଆମେ ମ୍ୟାଚ୍‌କୁ ବ୍ୟାକ୍ କରିବୁ…

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଲଢ଼େଇ, ସୁରକ୍ଷା ବଳୟରେ ବାରବାଟୀ

କଟକ -: ଆସନ୍ତକାଲି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଲଢ଼େଇ । ଏଥିପାଇଁ ସିଏମସି ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ୍‌ ।କଟକ ବାରବାଟୀ ପ୍ୟାଲେସରେ ଏହାକୁ ଉଦଘାଟନ କରାଯାଇଛି । ମ୍ୟାଚରେ ଯେକୌଣସି ସମସ୍ୟା ଦୂର ପାଇଁ ଏହି କଣ୍ଟ୍ରୋଲ ରୁମ୍‌ କାମ…

ଟିକେଟ୍ କରିଥିଲେ ବି ବାରବାଟୀରେ ଖେଳ ଦେଖିପାରିବେନି ଦର୍ଶକ, ଆସିଲା ଏଭଳି ନିୟମ : ନଜର ରଖିବେ K-9 ସ୍କ୍ଵାର୍ଡ

କଟକ -: ବାରବାଟୀ ବ୍ୟାଟଲ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ପିଚ୍‌ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ୧୨ ତାରିଖରେ ମ୍ୟାଚ ପାଇଁ କାଲି ଉଭୟ ଦଳର ଖେଳାଳି ଷ୍ଟାଡିୟମରେ କରିବେ ପ୍ରାକ୍‌ଟିସ୍‌। ଏହା ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ…

ଅନୁଭବଙ୍କ ବିରୋଧରେ ପୁଣି ଥାନାର ଦ୍ୱାରସ୍ଥ ହେଲେ ବର୍ଷା, ପାରିବାରିକ କଳି ନେଉଛି ଉଗ୍ରରୁପ

କଟକ -: କେନ୍ଦ୍ରାପଡା ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମେଡିଆରେ…

ବାରବାଟୀ ଟିକେଟ କାଉଣ୍ଟରରେ ମହାଭାରତ , ପୁଲିସର ଲାଠିଚାର୍ଜ

କଟକ -: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍ ଦେଖିବା ପାଇଁ ଗତକାଲି ରାତିରୁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରିକେଟ ପ୍ରେମୀ। ହେଲେ ବାରବାଟୀ ଷ୍ଟାଡିୟମ ଟିକେଟ କାଉଣ୍ଟରରୁ ଟିକେଟ କିଣିବା ପାଇଁ…

୬ ବର୍ଷରେ କୋଠାର ଛାତରୁ ଗଳୁଛି ପାଣି, ବିଶ୍ୱସ୍ତରୀୟ ଏସ୍‌ସିବି କାର୍ଯ୍ୟକୁ ନେଇ ଏବେ ସନ୍ଦେହ ..

କଟକ -: କଟକ ବଡମେଡିକ‌ାଲ ହେବ ବିଶ୍ବସ୍ତରୀୟ। ଏଥିପାଇଁ ଓବିସିସି ପକ୍ଷରୁ ଟେଣ୍ଡର କରାଯାଇ ଅନ୍ତରାଷ୍ଟ୍ରୀୟ କଂପାନି ଏଲ୍ଆଣ୍ଡଟିକୁ କାମ ଦିଆଯାଇଛି। ଏଲଆଣ୍ଡଟି ମଧ୍ୟ କାମକୁ ‌ଆଗେଇ ନେଉଛି। ତେବେ ପୂର୍ବରୁ କଟକ ବଡମେଡିକାଲରେ ଏଲ୍‌ଆଣ୍ଡଟି ଯେଉଁ କାମ କରିଛି, ସେହି କୋଠାର…

ବାଙ୍କୀ ନିକଟସ୍ଥ ମହାନଦୀରେ ଫସି ରହିଛନ୍ତି ୨ ହାତୀ

କଟକ/ବାଙ୍କୀ –: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ…

ଜାଣନ୍ତୁ କଣ ଅନୁଭବଙ୍କ ଶେଷ ଇଛ୍ଛା ! ମତେ ମାରି ସାରିଲଣି ,ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ

କଟକ -: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି। ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି।…

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ: ଆଉ ୫ଟି ଜିଲ୍ଲାର ୪୯୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି । ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବାକୁ ଆଗ୍ରହ ମଧ୍ୟ ବଢିବା ସହିତ ଆମର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି…

error: Content is protected !!