ସାଲେପୁର(ଶିଶୁ କୃଷ୍ଣ ନନ୍ଦ) -: ଅଙ୍ଗନୱାଡ଼ି ଦିଦିଙ୍କ ଦବଙ୍ଗଗିରି । ମନ ହେଲେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲୁଛନ୍ତି ନହେଲେ ନାହିଁ । ଶିଶୁ ଖାଦ୍ୟକୁ ଲୁଟି ଖାଉଛନ୍ତି ଦିଦି । ଏଭଳି ଅଭିଯୋଗ ଆସିଛି କଟକଜିଲ୍ଲା ସାଲେପୁର ବ୍ଳକ ତରିତୋ ପଞ୍ଚାୟତ…
Category: କଟକ
ମନକଥା କହିଲେ, କ୍ଷୋଭ ପ୍ରକାଶ କଲେ : ଚର୍ଚ୍ଚାରେ ଅନୁଭବଙ୍କ ଏହି ଭିଡିଓ ଦେଖନ୍ତୁ
କଟକ -: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ନିଜର ମନକଥା କହିଛନ୍ତି। ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରି ଅନୁଭବ କହିଛନ୍ତି,…
ମଦ୍ୟପ ଡ୍ରାଇଭର ଉନ୍ମତ କାଣ୍ଡ ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ୧୧ କେଭି ଖୁଣ୍ଟ: ବିନା କାଗଜପତ୍ର ଓ ନାବାଳକ ହାତରେ ଷ୍ଟେରିଙ୍ଗ
ସାଲେପୁର(ଶିଶୁ କୃଷ୍ନ ନନ୍ଦ) -: ଟ୍ରାକ୍ଟର ଧକ୍କାରେ ୧୧ କେଭି ଇଲେକ୍ଟ୍ରିକ ଲାଇନର ଖୁଣ୍ଟ ଧୂଳିସାତ । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମପଞ୍ଚାୟତର ପ୍ରଧାନପଡା ଗାଁର ପଟାମୁଣ୍ଡାଇ କେନାଲ ରୋଡ଼ର କଡ଼ରେ ଗୋପିନାଥପୁର ଠାରୁ ପ୍ରଧାନପଡା ଗାଁ…
ଦେବୀ ବାବୁ ଇଏ କଣ ବିଷୁଦ୍ଧ ପାନୀୟ ଜଳ, ଲୋକଙ୍କ ସମସ୍ୟା ସାମାଧାନ କର ଯଦି ନେତା ହେବ
ନରସିଂହପୁର -: ଗାଁକୁ ପାଇପ୍ ସଂଯୋଗ ହୋଇଛି । ସେଥିରୁ ବାହାରୁନି ପାଣି । ବାଧ୍ୟ ହୋଇ ଗାଁ ଲୋକମାନେ ବନ୍ଧ ପାଣି ପିଉଛନ୍ତି । ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଗୁହାରି କରି ନିରାଶ ହୋଇଗଲେଣି ଗ୍ରାମବାସୀ । କିନ୍ତୁ,…
କଟକରେ ଅଜଣା ମହିଳାଙ୍କ ଶବ ଉଦ୍ଧାର ବୟସ ୨୨ରୁ୨୩ ହେବ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
କଟକ -: କଟକ ବିଡ଼ାନାସିଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବିଡାନାସି ଥାନା ଅନ୍ତର୍ଗତ କୃଷକ ବଜାର ପାଣିଟାଙ୍କିଠାରେ ଏକ ଅଜଣା ମୃତଦେହ ଠାବ ହୋଇଛି । ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି ।…
କଟକ ସୃଷ୍ଟି ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ନାକ ପଟେ ହେଉଛି ଖପୁରୀ ଅପରେସନ
କଟକ -: କଟକ କାଠଗୋଲା ସାହି ରିଙ୍ଗ ରୋଡରେ ଥିବା ସୃଷ୍ଟି ହସ୍ପିଟାଲରେ ଚାରିଟି ଅତି ବିରଳ ଅସ୍ତ୍ରୋପଚାର ସଫଳତାର ସହ ହୋଇଛି । ମସ୍ତିଷ୍କରେ ହେଉଥିବା ଟ୍ୟୁମରକୁ ଏଣ୍ଡୋସ୍କୋପିକ୍ ପିଟ୍ୟୁଟାରୀ ସର୍ଜରୀ ଦ୍ବାରା ସଫଳତାର ସହ ବାହାର କରିଦିଆଯାଇ ପାରିଛି…
ବିସ୍ମୟ ଶିଶୁ କ୍ରୀଷ୍ନାଦେବ, ଇଣ୍ଡିଆ ବୁକ ଅଫ ରେକଡସରେ ପାଇଲେ ସ୍ଥାନ
ସାଲେପୁର( ଶିଶୁକୃଷ୍ନ ନନ୍ଦ) -: କୁନି ବୟସରୁ ବୁକ ଅଫ ରେକର୍ଡସର ହେଲେ ଅଧିକାରୀ। ଇଣ୍ଡିଆ ବୁକ ଅଫ ରେକର୍ଡସ ଅଧିକାରୀ ହୋଇଛନ୍ତି କଟକଜିଲ୍ଲା ସାଲେପୁର ବ୍ଳକ ଚମ୍ପତି ପଂଚାୟତ ଗୋପୀନାଥପୁର ମଠ ସାହିର ୨ବର୍ଷ ୧୧ମାସ ବୟସର କ୍ରୀଷ୍ନାଦେବ ସାହୁ।…
କଟକ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ବିଜୟ ଧାରା.. ଶୀର୍ଷରେ ରଣେନ୍ଦ୍ର
କଟକ -: କଟକ ଜିଲ୍ଲାରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ କି ନିର୍ବାଚନ ଜିତିବାରେ ରେକର୍ଡ କରି ଚାଲିଛନ୍ତି। କୌଣସି ଗୋଟିଏ ନିର୍ବାଚନମଣ୍ଡଳୀରୁ ସାଂସଦ ଅଥବା ବିଧାୟକଭାବେ ଜିତିବାର ରେକର୍ଡ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ତଥା ପୂର୍ବତନମନ୍ତ୍ରୀ ଦେବୀ…
ଗିରଫ ହେଲେ ସ୍ତ୍ରୀ ସ୍ୱାମୀଙ୍କୁ ମିଳିଲା ଦଣ୍ଡ …
କଟକ -: ପତ୍ନୀ ନିନା ବେଉରା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କର କଟକ ଗ୍ରାମାଞ୍ଚଳ ଏସପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଭଦ୍ରେଶ୍ବର ଫାଣ୍ଡି…
ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନ ପାଳିତ, ବଣ୍ଟାଗଲା ୨୦୦ ଔଷଧୀୟ ଚାରା ଗଛ
ଚୌଦ୍ୱାର -: ବରିଷ୍ଠ ସମାଜସେବୀ ତଥା ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳିଛି ସାମାଜିକ ସଙ୍ଗଠନ ଆହ୍ୱାନ। ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଷ୍ଣୁ ଦାସଙ୍କ…
