ବାଲିଆପାଳ( ଜ୍ୟୋତିରାଦିତ୍ୟ ମହାନ୍ତି ) -: ଓରାଙ୍ଗଓଟାନ ଚାଲାଣରେ ପଛରେ ବିହାରୀ ମାଫିଆ ଲିଙ୍କ୍। ବାଲେଶ୍ଵର ଜିଲ୍ଲା ଭୋଗରାଇ ଜଙ୍ଗଲରୁ 5 ଓରାଙ୍ଗଓଟାନ ଉଦ୍ଧାର ଘଟଣା ରେ କ୍ରାଇମବ୍ରାଞ୍ଚ STF ହାତରେ ଆଉ ଏକ ସୁରାକ୍।ଓରାଙ୍ଗଓଟାନ ଚାଲାଣ ଓ ଡିଲ୍ ପଛରେ…
Category: ବାଲେଶ୍ଵର
ବଜ୍ରାଘାତ ନେଲା ଜୀବନ, ନଳିତା କାଟୁଥିବା ବେଳେ ଚାଲିଗଲା ଜୀବନ
ବାଲିଆପାଳ -: ବଜ୍ରାଘାତ ନେଲା ଜଣେ ବ୍ୟକ୍ତିଙ୍କ ଜୀବନ। ବାଲିଆପାଳ ବ୍ଲକ୍ ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଗ୍ରାମର ରଘୁନାଥ ପାତ୍ର, ବୟସ ପ୍ରାୟ ୪୮ ବର୍ଷ। ମିଳିଥିବା ସୂଚନା ଅନୁସାରେ, ଆଜି ଦିନ…
ବାଲିଆପାଳ ପୋଲିସକୁ ବଡ ସଫଳତା, ଗିରଫ ହେଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ
ବାଲିଆପାଳ( ଜ୍ୟୋତିରାଦିତ୍ୟ ମହାନ୍ତି ) -: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନ ଦ୍ୱିପହରରେ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା ମିଳିଛି । ଡକାୟତି ଘଟଣାରେ…
ଭାଙ୍ଗିଲା ସ୍ଲୁଇସ୍ ଗେଟ୍, ବାଲେଶ୍ବରରେ ମାଡିଆସିଲା ବନ୍ୟା ଜଳ, ୩ ଜଣଙ୍କ ମୃତ୍ୟୁ
ବାଲେଶ୍ୱର ଭୋଗରାଇରେ ସୁବର୍ଣ୍ଣରେଖା ବନ୍ୟା ପରିସ୍ଥିତି ଆହୁରି ଭୟାବହ ହୋଇଛି । ଆଉସା ବନ୍ଧ ପୋଲ ନିକଟରେ ଥିବା ସ୍ଲୁଇସ ଗେଟ୍ରେ ବଡ଼ ଫାଟ ସୃଷ୍ଟି ହୋଇ ବନ୍ୟାଜଳ ଗାଁ ଭିତରକୁ ପଶିଛି । ଗେଟ୍ ଉପରେ ପାଣିର ପ୍ରବଳ ଚାପ…
ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥାଇ ଚାଲିଛି ଏକାଧିକ ଅନୁଷ୍ଠାନ; ଚିଠି ଲେଖି କାହିଁକି ଚୁପ୍ ଅଗ୍ନିଶମ ବିଭାଗ ?
ବାଲେଶ୍ଵର: ସହର ସମ୍ପ୍ରସାରିତ ହେବା ସହ ବଢ଼ି ଚାଲିଛି ଅନୁଷ୍ଠାନ । ହୋଟେଲରୁ ନେଇ ବ୍ୟାଙ୍କ, ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ରୁ ନେଇ ସପିଂ ମଲ୍ ଖୋଲିବାରେ ଲାଗିଛି । ହେଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରତି କାହାରି ଖାତିର୍ ନାହିଁ । ବିନା…
ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର
ଜଳେଶ୍ବର: ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଢେଙ୍କାନାଳର ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା। ଏହି ବସ୍ ରେ ମୋଟ ୪୦…
ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ
ବାଲେଶ୍ବର (ଚନ୍ଦନ କୁମାର ଜେନା ) -: ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ ରେ ମାମୁଂ ଶ୍ବଶୁର ବ୍ରଜ ଗୋପଳ ଦାସ ଅଧିକାରୀ ଙ୍କୁ ଗିରଫ କରିଛି କମର୍ଦ୍ଦା ପୋଲିସ ଅନ୍ୟ ଅଭିଯୁକ୍ତ ମାନେ…
କାର୍- ଟିପ୍ପର୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦାଦାଙ୍କ ଜୀବନ, ପୁତୁରା ଗୁରୁତର
ବାଲେଶ୍ବର -: ବାଲେଶ୍ବର ନୀଳଗିରି ଥାନା ଅଧୀନ ବାଲିଗୋହିରୀ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଠାରେ କାର ସହ ମୁହାଁମୁହିଁ ଧକ୍କା ଦେଲା ଟିପ୍ପର।ଜଣେ ମୃତ ଜଣେ ଗୁରୁତର। ଚାଲିଗଲା ଦାଦାଙ୍କ ଜୀବନ ପୁତୁରା ଗୁରୁତର। ବାହାଘରକୁ ରହିଥିଲା ଦୁଇଦିନ…
ଗେମ୍ ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ
କାଳ ସାଜୁଛି ଫ୍ରି ଫାୟାର, ଫ୍ରି ଫାୟାର ପାଇଁ ଜୀବନ ହାରିଲେ ଯୁବକଗେମ୍ ଖେଳିବାକୁ ବାରଣ କରିବାରୁ ଯୁବକଙ୍କ ଆତ୍ମହତ୍ୟାଫ୍ରି ଫାୟାର ଗେମ୍ ଖେଳିବାକୁ ମନାକରି ମୋବାଇଲ ଛଡ଼ାଇ ନେଇଥିଲେ ମାଆ ବାଲେଶ୍ବର -: ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି…
ବାଲେଶ୍ୱରରେ କରୋନା ଟିକା ଚୋରୀ ! ପ୍ରଘଟ ଭୟରେ ସାମ୍ବାଦିକଙ୍କୁ ଆକ୍ରମଣ …
ବାଲେଶ୍ୱର/ବାଲିଆପାଳ – ଆଜି ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ର ଲଙ୍ଗଳେଶ୍ୱରରେ କୋରନା ଟୀକା ଦିଆ ଯାଉଥିବା ବେଳେ । ଲୋକଙ୍କ ବହୁ ମାତ୍ରାରେ ଭିଡ ଦେଖିବାକୁ ମିଳିଥିଲା । ଅନ ଲାଇନ ୧୦୦ ଓ ଅଫ ଲାଇନ ୨୦୦ଟି ଟୀକା ଆସି ଥିବା…
