ବାଲେଶ୍ୱର/ ଭୋଗରାଇ -: ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରେ ଆଜି କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବହୁ ଲୋକଙ୍କ ଘରର ଛପର ଉଡ଼ି ଯାଇଥିବା ବେଳେ ଆଉ କେତେକଙ୍କ ପାନବରଜ ମାଟିରେ ମିଶିଯାଇଛି । ପବନ ଓ କୁଆପଥର ମାଡ଼ରେ…
Category: ବାଲେଶ୍ଵର
ପୋଲିସ ନ୍ୟାୟ ନଦେବାରୁ ବିଷ ପିଇଲେ ବାପ ଝିଅ, ବାପ ଗୁରୁତର ଝିଅ …
ଭଦ୍ରକ -: ପୁଲିସ ନ୍ୟାୟ ନ ଦେବାରୁ ବିଷ ପିଇଲେ ବାପା-ଝିଅ । ବାପା ଗୁରୁତର ଥିବା ବେଳେ କଟକ ବଡ଼ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଝିଅ ସୁସ୍ଥ ଅବସ୍ଥାରେ ଅଛି । ଗୁରୁତର ଜଣକ ହେଲେ ବାଲେଶ୍ୱର ଜିଲ୍ଲା ସୋରୋ…
ବୋହୁ କରୁଥିଲା ରାସଲିଳା , ଶ୍ୱଶୁର ଦେଖିଦେବାରୁ ଶାବଳ ଭୁଷି ମାରିଦେଲା
ବାଲେଶ୍ୱର -: ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି । ବୃଦ୍ଧ ଜଣକ…
ମେଡିକାଲ କଲେଜ ସଂଖ୍ୟା ବଢୁଛି , ରୋଗୀଙ୍କୁ ମିଳୁନି ଚିକିତ୍ସା
ବାଲେଶ୍ୱର -: ସରକାର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଓ ହସ୍ପିଟାଲ ଗଢ଼ି ଉଠୁଛି । ତା ପରେବି ଅବ୍ୟବସ୍ଥା ସୁଧୁରୁନି । ସ୍ଥଳ ବିଶେଷରେ…
ଲୋକଙ୍କୁ ଠକୁଛି ସାହାରା, ଅଫିସରେ ତାଲା ପକାଇଲେ ଲୋକେ
ଜଳେଶ୍ୱର -: ଜଣେ ବ୍ୟକ୍ତି ସାହାରାରେ ଟଙ୍କା ଜମା ରଖିଥିଲେ । ଏମ୍.ଆଇ.ଏସ୍ ବା ମନ୍ଥଲି ଇନ୍କମ ସ୍କିମ୍ରେ ସେ ପ୍ରତି ମାସ ସୁଧ ବାବଦ ୧ ହଜାର ଟଙ୍କା ପାଇବା କଥା । ହେଲେ ଉକ୍ତ ଟଙ୍କା ମିଳୁନି ।…
ବାଲେଶ୍ୱରରେ ହାତୀ ଉପଦ୍ରବ, ଉତ୍ତେଜନା ବୃଦ୍ଧି
ବାଲେଶ୍ୱର -: ଥମୁନି ହାତୀ ଉପଦ୍ରବ କି ମିଳୁନି ଲୋକଙ୍କୁ ଆଶ୍ୱସ୍ତି । ଜନବସତି ମୁହାଁ ହେଉଛନ୍ତି ହାତୀପଲ । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଳଡିହା ବନ ବିଭାଗ ଅଧିନ ଜୁଣିଆ ଗ୍ରାମରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।…
ଉତ୍କଳ ଦିବସ ପାଳନ ଅବସରରେ କବିତା ଆସର ଓ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ନୀଳଗିରି – ନୀଳଗିରି ବ୍ୟାସ କବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ତରଫରୁ, ନୀଳଗିରି ମହିଳା ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ, ସମ୍ଵର୍ଦ୍ଧନା ଉତ୍ସବ ଓ କବିତା ଆସର ସଂସଦର ସଭାପତି ଶ୍ରୀଯୁକ୍ତ ବିପିନ…
ହାଟଭିତରେ ପଶିଲା ଜଙ୍ଗଲି ହାତୀ, ତା ପରର ଅବସ୍ଥା …
ବାଲେଶ୍ୱର -: ହାତୀ ହାଟ ଉଜାଡ଼ିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ପୁରୁଷୋତ୍ତମପୁର ପଞ୍ଚାୟତ ପଣିସାପଡ଼ା ଗ୍ରାମ ହାଟ ପଡ଼ିଆରେ । ଗତକାଲି ପଣିସାପଡ଼ା ଗ୍ରାମ ହାଟ ପଡ଼ିଆରେ ହାଟ ଚାଲିଥିଲା ।…
ବାଲିଆପାଳ ରାଧାମୋହନ ମନ୍ଦିରରେ ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ସହିତ ହୋଲି ଉତ୍ସବ ପାଳିତ
ବାଲିଆପାଳ (ପ୍ରଭାକର ମଲ୍ଲିକ) -: ରଙ୍ଗର ଉତ୍ସବ ଓ ଭାଇଚାରା ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ର ବାଲିଆପାଳରେ ଡ଼ା ହରେକୃଷ୍ଣ ଦାସ ଙ୍କ ପ୍ରଚେଷ୍ଟା ରେ ନିର୍ମିତ ରାଧା ମୋହନ ମନ୍ଦିରରେ ଶୁକ୍ରବାର…
ଭାଇଚାରାର ପର୍ବ ହୋଲିରେ ନବନିର୍ବାଚିତ ସରପଞ୍ଚ
ବାଲିଆପାଳ(ପ୍ରଭାକର ମଲ୍ଲିକ) – ରଙ୍ଗର ପର୍ବ ହୋଲି, ଭାଇଚାରାର ପର୍ବ ହୋଲି।ଏହି ହୋଲିପର୍ବ ସାରା ଓଡ଼ିଶାରେ ଧୁମଧାମରେ ପାଳନ ହେଉଥିଲା ବେଳେ ଗତ ଦୁଇବର୍ଷ କରୋନାର କଟକଣା ରଙ୍ଗର ପର୍ବ ହୋଲିକୁ ଫିକା ପକାଇ ଥିବାବେଳେ ଚଳିତ ବର୍ଷ କିନ୍ତୁ କଟକଣା…
