ବେଆଇନ୍ ମାଙ୍କଡା ପଥର ଚାଲାଣ ଉପରେ ସରକାରଙ୍କ ଲଗାମ ନାହିଁ

କଟକ –: କଟକ ଜିଲ୍ଲ ଅନ୍ତର୍ଗତ ତିଗିରିଆ, ବଡମ୍ବା , ବାଙ୍କି ବୈଦେଶ୍ୱରକୁ ଢେଙ୍କାନାଳର ମାଙ୍କଡା ପଥର ବୋଝେଇ ଟ୍ରକ ମାନ ଆସୁଛି ହେଲେ ଏହା ଉପରେ ରୋକ ଲାଗି ପାରୁନାହିଁ । ଏହି ଟ୍ରକ ଡ୍ରାଇଭର ନିଜକୁ ରାଜା ବୋଲି…

ବିଶ୍ୱ ଏଡସ ଦିବସ ଅବସରରେ ରକ୍ତଦାନ ଶିବିର

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ସ୍ଵାତିକାର୍ଯ୍ୟାଳୟ ପରିସରରେ ସଂଗଠନ ର ସଂଯୋଜିକା ସୁସ୍ମିତା ଜେନାଙ୍କ ଅଧକ୍ଷତା ରେ ବିଶ୍ୱ ଏଡସ ଦିବସ ଅବସର ରେ ଏକ ରକ୍ତଦାନ ଶିବିର କରାଯିବା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l…

ବରଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍, ଚାଲିଗଲା ବାପାଙ୍କ ଜୀବନ

ପାଟଣାଗଡ଼ -: ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା…

ପଞ୍ଚାୟତ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ -୨୦୨୫ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର…

ଅସ୍ୱାଭାବବିକ ଭାବରେ ଶିଶୁ ର ଅଣ୍ଟାରେ ବଢୁଛି ମାଂସ ପିଣ୍ଡୁଳା ,ଚିକିତ୍ସା ରେ ଅର୍ଥ ସାଜିଛି ବାଧକ

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)ଜନ୍ମ ହେବାର ମାତ୍ର ମାସେ ହେଉଛି କିନ୍ତୁ ଶିଶୁ ଟିର ଅଣ୍ଟା ରେ ଅସ୍ୱାଭାବବିକ ଭାବରେ ବଢ଼ିବାରେ ଲାଗିଛି ଏକ ମାଂସ ପିଣ୍ଡୁଳା ।ସେପଟେ ଅର୍ଥ ଅଭାବ ପାଇଁ ଶିଶୁ ଟିର ଚିକିତ୍ସା ରେ ବାଧା ସୃଷ୍ଟି ହେଉଥିବା ଦେଖି…

ଖଜୁରୀପଡ଼ା ଆର୍ ଏସ ଏସ ପୂର୍ବତନ ଖଣ୍ଡ ସଂଘ ଚାଳକ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ବିୟୋଗ ।

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ହାଟପଦା ନିକଟସ୍ଥ ପୂର୍ବତନ ଆର୍ ଏସ ଏସ ଖଣ୍ଡ ସଂଘ ଚାଳକ କିଶୋର ଚନ୍ଦ୍ର ତ୍ରିପାଠୀ(୭୫) ଗୁରୁବାର ଦିନ ସଂନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ପ୍ରକାରେ ଗୁରୁବାର ଦିନ ସ୍ୱର୍ଗତ…

ଚିପ୍ସ ପ୍ୟାକେଟ୍‌ରେ ଲୁଚିଥିଲା ଯମ ! ନେଇଗଲା କୁନି ପୁଅର କଅଁଳା ଜୀବନ, କାଳ ସାଜିଲା ମାଗଣା ଖେଳଣା

କନ୍ଧମାଳ -: ଏମିତି ବି ଆସେ ମୃତ୍ୟୁ । ଚିପ୍ସ ପ୍ୟାକେଟରେ ଥିବା ମାଗଣା ଖେଳଣା ଗିଳିଦେବାରୁ ଶ୍ୱାସରୁଦ୍ଧ ହୋଇ କୁନି ଶିଶୁପୁତ୍ରର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଶୋକର ଛାୟା ଖେଳାଇ…

କାଲି ନୂଆପଡା ପାଇବ ନୂଆ ବିଧାୟକ, ସକାଳ ୮ ରୁ ଭୋଟ ଗଣତି

ଆସନ୍ତାକାଲି ନୂଆପଡ଼ା ଭୋଟ୍‌ ଗଣତି ସହ ଆସିବ ଜନାଦେଶ । ନୂଆପଡା ପାଇବ ନୂଆ ବିଧାୟକ । ଜୋୟ ଢଲକିଆ, ସ୍ନେହାଙ୍ଗିନୀ ଛୁରିଆ ନା ଘାସିରାମ ମାଝୀ କିମ୍ବା ଅନ୍ୟ କିଏ । ଆସନ୍ତାକାଲି ତାହା ସ୍ପଷ୍ଟ ହୋଇଯିବ । ଚାଲିବ…

ଗୋଟିଏ ଘରକୁ ଦେଖେଇ ଦୁଇଟା ଘରର ଟଙ୍କା ହରିଲୁଟ କରିଥିବା ଅଭିଯୋଗ ।ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ପ୍ରଶାସନ ନିରବ ।

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)ଗରିବ, ଖଟିଖିଆ,ଦିନ ମୁଲିଆ ତଥା ନିତାନ୍ତ ଗରିବ ଶ୍ରେଣୀର ଜନସାଧାରଣଙ୍କ ମୁଣ୍ଡରେ ଖଣ୍ଡେ ଖଣ୍ଡେ ଛାତ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ସବୁ ଯୋଜନା ଭଳି ଏହି ଯୋଜନା ମଧ୍ୟ ହରିଲୁଟ…

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ?

ବସନ୍ତ ପଣ୍ଡା କାହିଁକି ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ପାଇଲେ ନାହିଁ ? ଏହାର କାରଣ କହିଲେ ବରିଷ୍ଠ ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା । ଗତ ନିର୍ବାଚନରେ ନୂଆପଡ଼ାରେ ବସନ୍ତ ପଣ୍ଡାଙ୍କ କ୍ରେଜ ନଥିଲା । ବିଜେପି ହାରିବା…

error: Content is protected !!