ବାଇକ ଓ ବଳଦ ମୁହାଁମୁହିଁ ଧକ୍କା : ଚାଳକ ଗୁରୁତର, ବଳଦ ମୃତ

କୋକସରା,୨୦/୮: କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଡାକ୍ତରଖାନା ନିକଟରେ ବାଇକ ଓ ବଳଦ ମୁହାଁମୁହିଁ ଧକ୍କାହେବା ଫଳରେ ବଳଦ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆମପାଣି ସରପଞ୍ଚ ପ୍ରତିନିଧି…

ନାରାୟଣପାଟଣା ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି

ନାରାୟଣପାଟଣା(ସଞ୍ଜୟ କୁମାର ପାଣି) -: କୋରାପୁଟ ଜିଲ୍ଲା ନାରାୟଣପାଟଣା ସଦର ମହକୁମା ଠାରେ ଥିବା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଁ ଚୈତ୍ରାଇ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରି ମାଶାଲ…

ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ! ଆସିଲା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୁର୍ଣ୍ଣ ରାୟ

କଟକ -: ବିଡିଏ, ସିଡିଏ ଓ ରାଜ୍ୟର ଅନ୍ୟାନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ହାତେଇବା ଆଉ ସମ୍ଭବ ହେବନାହିଁ । ଏହି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜଣେ…

ସୋରଡାରେ ବିଜେପି ତରଫରୁ ‘ଗାଁ ଗାଁ ଚାଲ … ଘର ଘର ଚାଲ’

ବେଲଗୁଣ୍ଠା -: ଭାଜପା ପ୍ରତିଷ୍ଠା ଦିବସ ଏପ୍ରିଲ ୬ ତାରିଖରୁ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସୋରଡ଼ା ବିଧାନସଭା ବିଜେପି ପରିବାର ଦ୍ୱାରା ସମାଜିକ ନ୍ୟାୟ ସପ୍ତାହ ପାଳନ କରିବା ଅବସରରେ ଓବିଶି ମୋର୍ଚ୍ଚା ଦ୍ୱାରା…

କନ୍ଧମାଳ ଜିଲ୍ଲାର ବିଭିନ୍ନ ଶୈବପୀଠେର ସରିଲା ଜାଗର ଯାତ୍ରା

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଶୈବପୀଠେର ଆଜି ରାତ୍ର ୧୨ଟୋର ମହାଦୀପ ଉଠିଥିଲା ଏବଂ ବକ୍ତାମୋନ ରାତି ସାରା ଉଜଗର ରହି ସକାଳ ସୋଢ଼ ତିନିଟୋର ନିଜ ନିଜ କତ୍ତର୍ବ୍ୟ ସାରି ନିମର୍ଳ ହୃଦୟେର ଠାକୁର ଦଶର୍ନ…

ଫିରିଙ୍ଗିଆ ପୋଲିସ ଦ୍ୱାରା ବଡମ୍ବା-ତିଗିରିଆର ୪ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆ ଗିରଫ, କାର ସହ ୫୫ କେଜି ଗଞ୍ଜେଇ ଜବତ

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ଫିରିଙ୍ଗିଆ ବ୍ଲକ୍ ଫିରିଙ୍ଗିଆ ପୋଲିସ ଦ୍ୱାରା ଗତ କାଲି ଗୋଟିଏ ବାଲେନୋ କାର ସହ ୪ ଜଣ ଆନ୍ତଃ ଜିଲ୍ଲା ଗଞ୍ଜେଇ ମାଫିଆକୁ ଗିରଫ କରିବା ସହ ୫୫ କେଜି ଗଞ୍ଜେଇ ଜବତ କରିବାରେ ଫିରିଙ୍ଗିଆ ପୋଲିସ…

ବିନ୍ଧାଣିମା ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ …

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣିମା ପଞ୍ଚାୟତ ସ୍ଥିତ ବିନ୍ଧାଣିମା ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାଗ୍ୟ ଲକ୍ଷ୍ମୀ ସିଂହ ସାମନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ…

କରଡାପଲ୍ଲୀ ଜମାତ ପକ୍ଷରୁ ବାର୍ଷିକ ଇଜତେମା

ତିଗିରିଆ -: ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତସ୍ଥିତ କରଡାପଲ୍ଲୀର ଜାମା ମସଜିଦ ପରିସରରେ ୱକଫେ ନୌ (ଧର୍ମ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷ) ମାନଙ୍କୁ ନେଇ ବାର୍ଷିକ ଇଜତେମା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ…

ବନ୍ଧୁକ ଲଗାଇ ମୋବାଇଲ ଦୋକାନରୁ ଲୁଟ ଘଟଣାରେ ଲୁଟ ସାମଗ୍ରୀ ଉଦ୍ଧାର

ତିଗିରିଆ -: ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ପଞ୍ଚାୟତ ସ୍ଥିତ ମଙ୍ଗଳା ବଜାର ରେ ଥିବା ଏକ ମୋବାଇଲ ଦୋକାନର ମାଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗତ ୨୦ ତାରିଖ ସନ୍ଧ୍ୟାରେ ତିନିଜଣ ଯୁବକ ମୋବାଇଲ, ଟଙ୍କା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ…

ଗଦାଧରପୁରରେ ଧାନମଣ୍ଡି ଉଦଘାଟିତ …

ତିଗିରିଆ -: ତିଗିରିଆ ବ୍ଲକ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତ ସ୍ଥିତ ଗଦାଧରପୁର ସେବା ସମବାୟ ସମିତି ଲିଃ ପକ୍ଷରୁ ଆଜି ଚଳିତବର୍ଷ ର ପ୍ରଥମ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ସେବା ସମବାୟ ସମିତି ର ସଭାପତି ଉଷାରାଣୀ ସ୍ୱାଇଁ ଙ୍କ ସଭାପତିତ୍ୱ…

error: Content is protected !!